ଭୁବନେଶ୍ୱର, ୧୭।୧୧: ନୂଆପଡ଼ାରେ ବିପୁଳ ଭୋଟରେ ଭାଜପାର ବିଜୟ ପରେ ବେଶ୍ ଖୁସି ଅଛନ୍ତି ଭାଜପା କର୍ମୀ ନେତୃବୃନ୍ଦ। ଏ ନେଇ ଭାଜପା ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି,ନୂଆପଡ଼ାରେ ଆମର ବୃହତ ବିଜୟ ହୋଇଛି। ଆମେ ଯେତିକି ଲିଡ୍ରେ ଥିଲୁ ବିଜେଡି କଂଗ୍ରେସ ମିଶିକି ବି ଆମ ପାଖ ମାଡ଼ି ପାରିଲେନି।
Dharitri – Odisha’s No.1 Odia Daily