ସସ୍ମିତ ନୁହନ୍ତି, ଏ ହେଉଛନ୍ତି ଭିଲିଆନ୍‌ କାହିଁକି ଏମିତି କହିଲେ ଦେବାଶିଷ

ଭୁବନେଶ୍ୱର,୫।୪: ବଡ଼ ବିସ୍ଫୋରଣ ଘଟାଇଲେ ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସସ୍ମିତ ଭିଲେନ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି ବୋଲି କହିଛନ୍ତି। ଦୁଇ ଦୁଇଟି ମିଟିଂରେ ନବୀନ ବିଲ୍‌କୁ ବିରୋଧ କରିବୁ କହିଥିଲେ।
ପୁଣି କାହିଁକି ନିଷ୍ପତ୍ତି ବଦଳିଗଲା, ନବୀନ ବାବୁ ବିଚାର କରିବା କଥା। ସସ୍ମିତ ଭିଲେନ ନୁହଁନ୍ତି, ସସ୍ମିତ ନିର୍ଦ୍ଦେଶ ନିଅନ୍ତି, ଦିଅନ୍ତି ନାହିଁ ବୋଲି ଦେବାଶିଷ କହିଛନ୍ତି।

Share