ଭୁବନେଶ୍ୱରରେ ଟିଟିଏସ୍‌ର ନୂତନ ଶାଖା

ଭୁବନେଶ୍ୱର,୨୦।୮: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବୈଷୟିକ ଶିକ୍ଷା ଏବଂ ବୃତ୍ତିଗତ ବିକାଶର ଅଗ୍ରଣୀ ସେବା ପ୍ରଦାନକାରୀ ‘ଟୋଟାଲ୍‌ ଟେକ୍ନୋଲୋଜି ସିଷ୍ଟମ’ (ଟିଟିଏସ)ର ନୂତନ ଶାଖା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ଉଚ୍ଚ-ବୈଷୟିକ ତାଲିମ ସୁବିଧା ପାଇଁ ଏହି ସେଣ୍ଟର ଆଜିର ଯୁବପିଢିଙ୍କୁ ବେଶ ସହାୟକ ହେବ। ଏପରିକି ସଫ୍ଟୱେର୍‌ ବିକାଶ, ଏଆଇ/ଏମଏଲ, କମ୍ପ୍ୟୁଟର ଭିଜନ, ଡାଟା ସାଇନ୍ସ, ଟେଷ୍ଟିଂ ଏବଂ ଅଟୋମେଶନ୍‌, ସାଇବର ସିକ୍ୟୁରିଟି, କ୍ଲାଉଡ୍‌ ଆଣ୍ଡ ଡିଭପ୍ସ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ନୂତନ କେନ୍ଦ୍ର ଅତ୍ୟାଧୁନିକ ପାଠ୍ୟକ୍ରମ ପ୍ରଦାନ କରିବ। ଯାହା ଆଜିର ଛାତ୍ରଗୋଷ୍ଠୀଙ୍କୁ ଆଗକୁ ନେବାରେ ବେଶ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ସୋମବାର ଆୟୋଜିତ ଉଦଘାଟନୀ ଉତ୍ସବରେ ଓଡିଶା ସରକାରଙ୍କ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ପୂର୍ବତନ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲାବେଳେ ଟୋଟାଲ୍‌ ଟେକ୍ନୋଲୋଜି ସିଷ୍ଟମର ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ କମ୍ପାନୀର ସିଇଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାରେ ମେଡିକୋଭର ବିଶ୍ୱସ୍ତରୀୟ କର୍କଟ ପ୍ରତିଷ୍ଠାନ : ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର

ଭୁବନେଶ୍ୱର,୯।୯: (ଅଭୟ ଦାଶ):  ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍‌ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର...

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହନ

ଭୁବନେଶ୍ୱର,୯।୯,(ଅନୁରାଧା ମହାରଣା): ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ...

କେଜିଆଇ ପକ୍ଷରୁ ଇଣ୍ଡଷ୍ଟ୍ରି-ଏକାଡେମିଆ କନେକ୍ଟ

ଭୁବନେଶ୍ୱର,୯।୯ (ଅଭୟ ଦାଶ): ରାଜ୍ୟର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଟ୍ୟୁଶନ୍ସ ବା କେଜିଆଇ ପକ୍ଷରୁ ଆୟୋଜିତ ଦିନିକିଆ ରାଜ୍ୟସ୍ତରୀୟ...

ଆସସ୍‌ର ନୂତନ ପେଗାସସ୍‌ ଷ୍ଟୋର୍‌

ଭୁବନେଶ୍ୱର,୯।୯ (ଅଭୟ ଦାଶ): ଆସସ୍‌ ଇଣ୍ଡିଆର ବହୁପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ପେଗାସସ୍‌ ଷ୍ଟୋର୍‌ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୪୦୦ ବର୍ଗଫୁଟ ପରିବ୍ୟାପ୍ତ...

ଆଜି ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୯।୯ (ଅଭୟ ଦାଶ): ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି କାଉନସିଲର ୫୪ ତମ ବୈଠକ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ନେବୁଲାଇଜର ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର,୯।୯ (ଅଭୟ ଦାଶ): ଓଡ଼ିଶାରେ କ୍ରମାଗତ ଭାବେ ଶିଶୁମୃତ୍ୟୁ ହାର ବଢୁଥିବାବେଳେ ଶିଶୁମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ରୋଗ ଅଧିକ ଦେଖିବାକୁ ମିଳୁଛି। ଏପରିକି ଆଜମା,...

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri