Posted inଫୁରସତ

ଚେତାବନୀ ଦେଲା ନାସା: ପୃଥିବୀ ଆଡକୁ ମାଡି ଆସୁଛି କୁତୁବ ମିନାରଠାରୁ ବଡ ଧୂମକେତୁ

ନୂଆଦିଲ୍ଲୀ,୧୫।୯: ନାସାର ନିୟର ଆର୍ଥ ଅବଜେକ୍ଟ ଷ୍ଟଡିଜ୍‌ ସେଣ୍ଟର (ସିଏନଇଓଏସ୍‌) ଓ ଜେପିଏଲ୍‌ ପକ୍ଷରୁ ୨୦୨୫ ଏଫଏ୨୨ ନାମକ ଏକ ବୃହତ ଧୂମକେତୁକୁ ନୀରିକ୍ଷଣ କରାଯାଉଛି, ଯାହା ସେପ୍ଟେମ୍ବର ୧୮, ୨୦୨୫ରେ ପୃଥିବୀ ନିକଟ ଦେଇ ଗତି କରିବ। ଚଳିତ ବର୍ଷ ହାୱାଇର ପାନ-ଷ୍ଟାର୍ସ ୨ ସର୍ଭେ ଦ୍ୱାରା ଆବିଷ୍କୃତ ଏହି ଗ୍ରହାଣୁର ଆକାର ୧୨୦ରୁ ୨୮୦ ମିଟର ମଧ୍ୟରେ, ଯାହା ଦିଲ୍ଲୀର କୁତୁବ ମିନାର (୭୩ ମିଟର)ଠାରୁ ପ୍ରାୟ ଦୁଇରୁ ଚାରି ଗୁଣ ବୃହତ।

ଏହା ପୃଥିବୀଠାରୁ ପ୍ରାୟ ୮,୪୨,୦୦୦ କିଲୋମିଟର ଦୂରରେ ଅତିକ୍ରମ କରିବ, ଯାହା ଚନ୍ଦ୍ରମା ଦୂରତ୍ୱର ଦୁଇ ଗୁଣରୁ ଅଧିକ। ଆନ୍ତର୍ଜାତୀୟ ଗ୍ରହାଣୁ ଚେତାବନୀ ନେଟୱାର୍କ (ଆଇଏଡବ୍ଲ୍ୟୁଏନ୍‌) ଏହାର କକ୍ଷପଥ ଓ ଗଠନ ଅଧ୍ୟୟନ ପାଇଁ ରାଡାର ଓ ଶକ୍ତିଶାଳୀ ଟେଲିସ୍କୋପ ବ୍ୟବହାର କରିବ।

ଯଦିଓ ଏହା ସମ୍ଭାବ୍ୟ ବିପଦଜନକ ଗ୍ରହାଣୁ ଭାବେ ଶ୍ରେଣୀବଦ୍ଧ, ବିଶେଷଜ୍ଞମାନେ ନିଶ୍ଚିତ କରିଛନ୍ତି ଯେ ଏଫଏ୨୨ ନିକଟ ଭବିଷ୍ୟତରେ ପୃଥିବୀ ସହ ଧକ୍କା ହେବ ନାହିଁ। ଏହାର ପରବର୍ତୀ ନିକଟ ଅତିକ୍ରମଣ ଶତାବ୍ଦୀ ପରେ ହେବ, ଯାହା ମଧ୍ୟ ନିରାପଦ ଦୂରତ୍ୱରେ ରହିବ। ଏହାଦ୍ୱାରା ଭବିଷ୍ୟତ ପ୍ରଭାବ ମଡେଲିଂ ଓ ସମାନ ବସ୍ତୁ ବିଷୟରେ ଅଧ୍ୟୟନ ଉନ୍ନତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri