୧୬.୫ କୋଟି ବାଣ୍ଟିଲା ନାବାର୍ଡ

ନୂଆଦିଲ୍ଲୀ,୭।୨:  ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ(ନାବାର୍ଡ) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରର ବିକାଶ ନିମନ୍ତେ ପ୍ରାୟ ୩୦,୨୦୦ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଶନିବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଗତ ୧୦ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ପ୍ରାୟ ୧୬,୫୦୦ କୋଟି ଟଙ୍କା ବଣ୍ଟନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବଳକା ରାଶି ହିତାଧିକାରୀ ଓ ବିଭିନ୍ନ କ୍ଷେତ୍ରକୁ ବଣ୍ଟାଯିବା ଯୋଜନା ରହିଛି।
ଦେଶର ସମସ୍ତ ଗ୍ରାମୀଣ ଅଞ୍ଚଳର ବିକାଶ ଓ ସମାଜର ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଏହି ରାଶି ବିନିଯୋଗ କରିଛି। ସଂସ୍ଥାର ରୁରାଲ ଇନ୍‌ଫ୍ରାଷ୍ଟକ୍ଚର ଡେଭଲମେଣ୍ଟ ଫଣ୍ଡ (ଆର୍‌ଆଇଡିଏଫ୍‌) ଜରିଆରେ ଏହି ରାଶି ବଣ୍ଟାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ବ୍ୟବସ୍ଥା ସହିତ ଚଳିତ ଆର୍ଥିକ ବର୍ଷର ବ୍ୟୟବରାଦ ଓ ବିବରଣୀ ପ୍ରଦାନ ଅବସରରେ ନାବାର୍ଡର ଅଧ୍ୟକ୍ଷ ଜି.ଆର୍‌. ଚିନ୍ତାଲ କହିଛନ୍ତି, ୩୦ ହଜାର କୋଟି ଟଙ୍କାରୁ ୨୦୨୧ ଜାନୁୟାରୀ ଶେଷ ସୁଦ୍ଧା ସଂସ୍ଥା ପ୍ରାୟ ୧୬,୫୦୦ କୋଟି ଟଙ୍କା ବାଣ୍ଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢାଇଲାଣି ତେଳ ଦର; ଜାଣନ୍ତୁ ଦର ବୃଦ୍ଧିର କାରଣ

ନୂଆଦିଲ୍ଲୀ,୨୫।୬: ଘରୋଇ ବଜାରରେ ପ୍ରଥମ ଥର ପାଇଁ ପେଟ୍ରୋଲଠାରୁ ଡିଜେଲର ଦର ମହଙ୍ଗା ହୋଇଛି। ବୁଧବାର ଡିଜେଲ ଉପରେ ଲିଟର ପିଛା ଦର ୪୮ ପଇସା...

ଚାଷୀଙ୍କୁ ଉପହାର, ବଢ଼ିଲା ରବି ଫସଲ ଏମ୍‌ଏସ୍‌ପି…

ନୂଆଦିଲ୍ଲୀ,୮।୯: କନ୍ଦ୍ର ସରକାର ଚାଷୀଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ରବି ଫସଲରେ ସର୍ବନିମ୍ନ୍‌ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କୁ ବୃଦ୍ଧି କରାଯାଇଛି। ଗହମର...

ଫେସ୍‌ବୁକ୍‌ରେ ଆସନ୍ତା ୫୦ ବର୍ଷ; ଜୀବିତଙ୍କଠୁ ଅଧିକ ହେବ ମୃତକଙ୍କ ପ୍ରୋଫାଇଲ

ନୂଆଦିଲ୍ଲୀ,୨୯-୪: ଫେସ୍‌ବୁକରେ ମୃତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆସନ୍ତା ୫୦ ବର୍ଷ...

୩.୭୧ ଲକ୍ଷ କୋଟି ଛୁଇଁବ ଓ୍ବେଡିଂ ବଜାର

ନୂଆଦିଲ୍ଲୀ,୨୨।୮: କରୋନା ମହାମାରୀ ବିବାହ ବଜାର ଉପରେ ପ୍ରଭାବ ପକାଇଛି। ଫଳରେ କ୍ୟାଟରିଂ, ଟେଣ୍ଟ ହାଉସ, ବିବାହ ମଣ୍ଡପ, ନିମନ୍ତ୍ରଣପତ୍ର, ଫୁଲ ସାଜସଜ୍ଜା, ବ୍ୟାଣ୍ଡ ବାଜା...

କେବଳ ବାଣିଜ୍ୟ ନୁହେଁ ; ଗ୍ରାହକ ସମ୍ପର୍କକୁ ଦେଉ ପ୍ରାଥମିକତା

ଗ୍ରାହକଙ୍କ ରୁଚିରେ ଏବେ ପରିବର୍ତ୍ତନ ଆସଛି। ସେମାନେ ଏବେ ଗୁଣବତ୍ତା, ପ୍ରଡକ୍ଟ ସଲ୍ୟୁଶନ ଉପରେ ବିଶ୍ୱାସ କରୁଛନ୍ତି। ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ରାଜ୍ୟର ଏକ...

ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆକୁ ବ୍ୟାନ କଲା ହଂକଂ

ମୁମ୍ବାଇ: କୋଭିଡ ମାମଲା ବର୍ତ୍ତମାନ ବଢି ଚାଲିଥିବା ବେଳେ ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆ ବିମାନକୁ ହଂକଂ ବ୍ୟାନ କରିଛି। ଏୟାର ଇଣ୍ଡିଆ ବିମାନରେ...

ଚାଇନାରେ ୬ ପ୍ଲାଣ୍ଟ ବନ୍ଦ କରିବେ ଆପଲ୍‌ ଭେଣ୍ଡର

ନୂଆଦିଲ୍ଲୀ,୩।୮: ଆପଲ୍‌କୁ ଫୋନ ଯୋଗାଣ କରୁଥିବା କମ୍ପାନୀଗୁଡିକ ଚାଇନାରେ ୬ ପ୍ଲାଣ୍ଟ ବନ୍ଦ କରିବେ। ଏହି କମ୍ପାନୀଗୁଡିକ ଭାରତରେ ସେମାନଙ୍କ ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ କରିବା...

ଖୁଲାସା ହେଲା ବୃହତ୍‌ ଇଚ୍ଛାକୃତ ଖିଲାପକାରୀଙ୍କ ନାମ

ମୁମ୍ବାଇ,୨୨-୧୧: ବ୍ୟାଙ୍କଗୁଡିକରୁ ବୃହତ୍‌ ପରିମାଣର ଋଣ ନେଇ ପଇଠ କରି ନ ଥିବା ବୃହତ୍‌ ଇଛାକୃତ ଖିଲାପକାରୀଙ୍କ ନାମକୁ ରିଜର୍ଭ ବ୍ୟାଙ୍କ ଶେଷରେ ଖୁଲାସା କରିଛି।...

Advertisement
Archives

Model This Week