ମୁଥୁଟ୍‌ ଫାଇନାନ୍ସକୁ ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କର ମାନ୍ୟତା

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍‌ ବ୍ରାଣ୍ଡ ମୁଥୁଟ୍‌ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କ’ର ମାନ୍ୟତା ମିଳିଛି। ଏପରିକି କ୍ରମାଗତ ୪ର୍ଥ ଥର ପାଇଁ କମ୍ପାନୀକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଦେଶର ଏକ ବିଶ୍ୱସନୀୟ ଘରୋଇ ସଂସ୍ଥା ତଥା କାର୍ଯ୍ୟସ୍ଥଳୀ ଭାବେ ମୁଥୁଟ୍‌ ଫାଇନାନ୍ସ ପୂର୍ବ ପରି ମାନ୍ୟତା ବଜାୟ ରଖିବା ସହିତ ସବୁବର୍ଗର ଲୋକ ଓ ଗ୍ରାହକ ଏବଂ କର୍ମଚାରୀଙ୍କ ବିଶ୍ୱାସଭାଜନ ହୋଇପାରିଛି। ଉଲ୍ଲେଖଯୋଗ୍ୟ, ବୈଶ୍ୱକ ସ୍ତରରେ ସଂସ୍ଥା (ଗ୍ରେଡ୍‌ ପ୍ଲେସ୍‌ ଅଫ୍‌ ଓ୍ବାର୍କ) କାର୍ଯ୍ୟସ୍ଥଳର ପରମ୍ପରା, ସଂସ୍କୃତି ଓ କର୍ମଚାରୀ ଆତ୍ମତୃପ୍ତିକୁ ବିଚାରକୁ ନେଇ ସମ୍ପୃକ୍ତ କମ୍ପାନୀ ଏବଂ ସଂସ୍ଥାକୁ ଏହି ପ୍ରମାଣନପତ୍ର ସଂସ୍ଥା ପକ୍ଷରୁ ଦିଆଯାଇଥାଏ।
ଏ ସମ୍ପର୍କରେ ମୁଥୁଟ୍‌ ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଲେକ୍‌ଜାଣ୍ଡର ଜର୍ଜ ମୁଥୁଟ୍‌ କହିଥିଲେ, କମ୍ପାନୀ ଏହି ସଫଳତା ଓ ମାନ୍ୟତା ମିଳୁଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ୪ଥର ପାଇଁ ଆମକୁ ଏହି ପ୍ରମାଣନପତ୍ର ଦିଆଯାଇଥିଲାବେଳେ ଆମର ସମସ୍ତ କର୍ମଚାରୀଙ୍କୁ ସମାନ ସୁଯୋଗ ଓ ସୁବିଧା ସାଙ୍ଗକୁ ବିଶ୍ୱାସ, ଭରସା ଏବଂ ଦାୟିତ୍ୱ ନିର୍ବାହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜିଓର ଡିଜିଟାଲ କ୍ରାନ୍ତି

ଭୁବନେଶ୍ୱର,୮।୨ (ଅଭୟ ଦାଶ): ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍‌ କମ୍‌ ସମୟ ମଧ୍ୟରେ ଓଡ଼ିଶାର ସମସ୍ତ...

୧୪ରୁ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭିର ବୁକିଂ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପର ଇଲେକ୍ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ୍‌ର ବହୁ ପ୍ରତୀକ୍ଷିତ ଏକ୍ସଇଭି ୯ଇ ଏବଂ ବିଇ୬ର ଅନାବରଣ...

ସୌରଶକ୍ତି କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୨: ଭାରତ ୧୦୦ ଗିଗାୱାଟ୍‌ ସୌର ଶକ୍ତି କ୍ଷମତା ଅତିକ୍ରମକରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର...

ଏହି ଅଜଣା ବ୍ୟକ୍ତିଙ୍କ ନାମରେ ୫୦୦ କୋଟି ଟଙ୍କା ଛାଡ଼ି ଯାଇଛନ୍ତି ରତନ ଟାଟା, ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ,୭।୨: ନିକଟରେ ରତନ ଟାଟାଙ୍କ ଇଚ୍ଛାପତ୍ରରେ ଏଭଳି ଏକ ଖୁଲାସା ହୋଇଥିଲା, ଯାହାକି ବ୍ୟବସାୟ ସହ ଜଡ଼ିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରକୃତରେ, ରତନ...

Post Office Scheme: ମାତ୍ର ୧୦୦୦ଟଙ୍କା ନିବେଶ କଲେ ମାସକୁ ମିଳିବ ୨୫ହଜାର ଟଙ୍କା, ଏହି ସ୍କିମ୍‌ କରିବ ମାଲାମାଲ୍‌

ଆପଣ ପ୍ରତି ମାସରେ ୨୫ହଜାର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ଡାକ ବିଭାଗର ଏହି ଦମଦାର ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।...

ମିଡିଲକ୍ଲାସଙ୍କ ବଲ୍ଲେ ବଲ୍ଲେ! ଆୟକର ଛାଡ ପରେ ବଡ଼ ଘୋଷଣା, ଏବେ ସହଜ ହେବ…

ନୂଆଦିଲ୍ଲୀ,୭।୨: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି ମୁଦ୍ରା କମିଟି ବୈଠକରେ ରେପୋ ହାରରେ ୨୫ ବେସିସ ପଏଣ୍ଟ କିମ୍ବା 0.୨୫ ପ୍ରତିଶତ...

ମୁଦ୍ରା ନୀତିରେ RBIର ବଡ଼ ଘୋଷଣା, ୫ ବର୍ଷ ପରେ ରେପୋ ହାର ହ୍ରାସ

ମୁମ୍ବାଇ,୭ା୨: ଅର୍ଥନୀତିକୁ ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରି୬.୫ ପ୍ରତିଶତରୁ ୬.୨୫ ପ୍ରତିଶତ କରିଛି।...

ବାହାଘର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଦାନୀଙ୍କ ପୁଅ: ପ୍ରତିବର୍ଷ କରିବେ …

ନୂଆଦିଲ୍ଲୀ,୬।୨:ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri