ଝାଡ଼ଖଣ୍ଡରେ ପ୍ରଚାର କରିବେ ମୋହନ ମାଝୀ: ବାବୁଲାଲଙ୍କ ପାଇଁ ମାଗିବେ ଭୋଟ

ଭୁବନେଶ୍ୱର,୪।୧୧: ଆଜି ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘାଟସିଲା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋହନ। ଭାଜପା ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ପ୍ରଚାର କରିବେ। ଆୟୋଜିତ ୨ଟି ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ।

 

Dharitri – Odisha’s No.1 Odia Daily