ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ,୨୯।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩ ବଜେଟ ୬୦୦କୋଟି ଟଙ୍କାର ଦୁଇଗୁଣ ଅଧିକ ଟଙ୍କା ଆୟ କରିଛନ୍ତି।

ଅକ୍ଟୋବର ୨୦୨୧ରୁ ଏବେ ଯାଏଁ ଅଦରକାରୀ ଜିନିଷ ବିକ୍ରି କରି ସରକାର ୧୧୬୩ କୋଟି ଟଙ୍କା ପାଇଛନ୍ତି। କେବଳ ଅକ୍ଟୋବରରେ ହିଁ ସରକାର ଅନାବଶ୍ୟକ ଫାଇଲ ବିକ୍ରି କରି ୫୫୭କୋଟି ଟଙ୍କା ଆମଦାନୀ କରିଥିବା ଜଣାପଡିଛି। ୨୦୨୧ ଅକ୍ଟୋବରରେ କେନ୍ଦ୍ର ସରକାଙ୍କ କାର୍ଯ୍ୟଳୟ ୯୬ଲକ୍ଷ ଫାଇଲକୁ ହଟାଇ ଦେଇଛନ୍ତି। ଏହିସବୁର ହାର୍ଡ କପିକୁ ହଟାଇ କମ୍ପ୍ୟୁଟରରେ ଅପଲୋଡ କରାଯାଇଛି। ଏଥିରୁ ଏକ ଫାଇଦା ହୋଇଛି କି, ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ପାଖାପାଖି ୩୫୫ଲକ୍ଷ ବର୍ଗ ଫୁଟ ସ୍ଥାନ ଖାଲି ହୋଇଯାଇଛି।

କେନ୍ଦ୍ର ସରକାର ଏହି ବର୍ଷ ଅଦରକାରୀ ଜିନିଷ ବିକି ୫୫୬କୋଟି ଟଙ୍କା ଆୟ କରିଛନ୍ତି ଯେଉଁଥିରୁ ରେଳ ମନ୍ତ୍ରଣାଳୟ ୨୨୫କୋଟି ଆୟ କରିଛି। ସେହିପରି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୬୮କୋଟି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ୫୬କୋଟି ଏବଂ କୋଇଲା ମନ୍ତ୍ରଣାଳୟ ୩୪କୋଟି ଟଙ୍କା ଆୟ କରିଛି।

ଚଳିତ ବର୍ଷ ସରକାର ୨୪ଲକ୍ଷ ଫାଇଲ ହଟାଇଛନ୍ତି। ଏଥିରୁ ସର୍ବାଧିକ ବୈଦେଶିକ ମନ୍ତ୍ରଣାଳୟରୁ ୩.୯ଲକ୍ଷ ଫାଇଲ, ପ୍ରତିରକ୍ଷା ବିଭାଗରୁ ୩.୧୫ଲକ୍ଷ ଫାଇଲ ହଟାଯାଇଛି। ଏପରି କରି କେନ୍ଦ୍ର ସରକାର ୯୬ଶତକଡା ଇ-ଫାଇଲର ପ୍ରଚଳନ କରିଛନ୍ତି।

ବ୍ୟକ୍ତିଗତ ଓ ଜନ ଅଭିଯୋଗ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଋଷିଆର ଚନ୍ଦ୍ର ମିଶନ ୧୬ହଜାର କୋଟି ଟଙ୍କା ଥିବାବେଳେ ଆମର ଚନ୍ଦ୍ରାୟାନ-୩ ମିଶନ ୬୦୦କୋଟି ଟଙ୍କା ରହିଛି। ସେହିପରି ଚନ୍ଦ୍ର ଓ ମହାକାଶ ମିଶନକୁ ନେଇ ଆଧାରିତ ହଲିଉଡ ଫିଲ୍ମ ୬୦୦କୋଟି ଟଙ୍କାରୁ ଅଧିକରେ ପ୍ରସ୍ତୁତ ହୋଇଛି। କିନ୍ତୁ ସରକାରୀ ବିଭିନ୍ନ ମନ୍ତ୍ରଣାଳୟରୁ ଅଦରକାରୀ ଜିନିଷ ବିକ୍ରି ୧୧୬୩କୋଟି ଟଙ୍କା ରାଜସ୍ବ ହାସଲ ହୋଇଛି। ଏହି ସଂଖ୍ୟା ଦର୍ଶାଉଛି କି, ସ୍ବଚ୍ଛତା ଉପରେ କରାଯାଉଥିବା ସରକାରୀ କାର୍ଯ୍ୟକ୍ରମର ଗୁରୁତ୍ୱ କେତେ ରହିଛି। ଏହାର ପ୍ରକୃତ ଶ୍ରେୟ ମୋଦି ସରକାରଙ୍କୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri