Categories: Video

Mettle Meet a medium to develop talent: Ashutosh Rath | ପ୍ରତିଭା ବିକାଶର ମାଧ୍ୟମ ମେଟଲ ମିଟ୍ – ଆଶୁତୋଷ ରଥ

Mettle Meet 2019 kicked off amidst much enthusiasm from participants and their acquaintances at the Swosti Premium hotel Saturday morning. Here is what Mettle Meet supporting partner NALCO’s corporate communications head Ashutosh Rath has to say about the event.

ମେଟଲ ମିଟ୍ ୨୦୧୯ କୁଇଜ୍ କମ୍ପିଟିସନ ଆରମ୍ଭ ହୋଇସାରିଛି। ଏ ନେଇ ମେଟଲ ମିଟର ସପୋଟିଂ ପାର୍ଟନର ତଥା ନାଲକୋର କର୍ପୋରେଟ କମ୍ୟୁନିକେସନ ହେଡ୍ ଆଶୁତୋଷ ରଥ କଣ କହୁଛନ୍ତି ଆସନ୍ତୁ ତାଙ୍କ ସହ ଅଧିକ ଆଲୋଚନା କରିବା