Mettle Meet 2025: ଘୋଷଣା ହେଲା ସିନିୟର ଫାଇନାଲିଷ୍ଟ, ଫାଇନାଲକୁ ଗଲେ…

ଭୁବନେଶ୍ୱର,୯ା୮: ‘ମେଟଲ ମିଟ୍‌’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ୍‌ ସିନିୟର ଗ୍ରୁପର ବିଜେତାଙ୍କ ନାମ ଘୋଷଣା ହୋଇଛି। ଯେଉଁମାନେ ଆସନ୍ତାକାଲି ଅର୍ଥାତ୍‌ ରବିବାର ଗ୍ରାଣ୍ଡ ଫିନାଲେରେ ଏଣ୍ଟ୍ରି କରିଛନ୍ତି।