ଫ୍ୟାଶନ୍‌: ମ୍ୟାକ୍ସି ଡ୍ରେସ୍‌

ଆଜିକାଲି ମା୍ୟାକ୍ସି ଡ୍ରେସ୍‌କୁ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି। ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ତେବେ କମ୍‌ ଉଚ୍ଚତା ଥିବା ଯୁବତୀମାନେ ଏହାକୁ ପିନ୍ଧିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବା ଜରୁରୀ। ନଚେତ୍‌ ଲୁକ୍‌ ଖରାପ ହେବା ସହ ଆପଣ

ଅଧିକ ମୋଟା ଦେଖାଯିବେ….
ବେଲ୍ଟ ସହ ପେୟାର କରନ୍ତୁ- ଏହାଦ୍ୱାରା କେବଳ ଯେ ଷ୍ଟାଇଲିଶ୍‌ ଲୁକ୍‌ ମିଳିବ ତାହା ନୁହେଁ, ବରଂ ଶରୀର ସମାନଭାବେ ଡିଭାଇଡ୍‌ ହୋଇ ଲୋୟର ବଡି ପାର୍ଟକୁ ଲେନ୍ଥ ମିଳେ। ତେଣୁ ଟଲ୍‌ ଲୁକ୍‌ ମିଳିଥାଏ।

ଅଧିକ ଭଲ୍ୟୁମ୍‌ ତଥା ଅଧିକ ଢିଲା ମ୍ୟାକ୍ସି ଡ୍ରେସ୍‌ଠାରୁ ଦୂରେଇ ରୁହନ୍ତୁ- ଆପଣ ଯେଉଁ ମ୍ୟାକ୍ସି ଡ୍ରେସ୍‌ ବାଛନ୍ତୁ ନା କାହିଁକି ତାହା ଆଦୌ ଢିଲା ତଥା ଅଧିକ ଭଲ୍ୟୁମ ବାଲା ହୋଇ ନ ଥିବା ଜରୁରୀ। କାରଣ ଏଭଳି ମ୍ୟାକ୍ସି ଡ୍ରେସ୍‌ ପିନ୍ଧିଲେ ଆପଣ ମୋଟା ଓ କମ୍‌ ହାଈଟ୍‌ର ଦେଖାଯିବେ। ସ୍ଲିମ୍‌ ଫିଟ୍‌ ମ୍ୟାକ୍ସି ଡ୍ରେସ୍‌ କମ୍‌ ଉଚ୍ଚତା ଥିବା ଯୁବତୀଙ୍କ ପାଇଁ ପରଫେକ୍ଟ। ଏଥିରେ ଆପଣ ଡେଙ୍ଗା ଦେଖାଯିବେ।

ସ୍ଲିଟ୍‌ ଥିବା ମ୍ୟାକ୍ସି ଡ୍ରେସ୍‌-ସ୍ଲିଟ୍‌ ବାଲା ମ୍ୟାକ୍ସି ଡ୍ରେସ୍‌ ଆପଣଙ୍କ ପାଇଁ ବେଷ୍ଟ। ଏହାଦ୍ୱାରା ଆପଣଙ୍କ ଗୋଡକୁ ଏକ ଫ୍ରେମ୍‌ ମିଳିବ ଓ ତାହା ଲମ୍ବା ଦେଖାଯିବ। ସ୍ଲିଟ୍‌ର ଲମ୍ବା ନିଜ ପସନ୍ଦ ମୁତାବକ ବାଛନ୍ତୁ ଓ ଷ୍ଟାଇଲିସ୍‌ ଲୁକ୍‌ ପାଆନ୍ତୁ।

ମୋନୋକ୍ରୋମ୍‌ ହେଉଛି ପରଫେକ୍ଟ ଅପ୍ସନ-ଆପଣ ଯେକୌଣସି ସିଙ୍ଗଲ ଡାର୍କ କଲର୍‌ ବା ମୋନୋକ୍ରୋମ୍‌ ମ୍ୟାକି୍ସ ଡ୍ରେସ୍‌ ପିନ୍ଧନ୍ତୁ। ଏହାଦ୍ୱାରା ଶରୀରକୁ ସିଙ୍ଗଲ ଫ୍ରେମ୍‌ ଲୁକ୍‌ ମିଳିବ। ଯାହାଦ୍ୱାରା ଆପଣ ଡେଙ୍ଗା ଦେଖାଯିବେ। ବ୍ଲାକ, ରୟାଲ ବ୍ଲୁ, ଗ୍ରୀନ୍‌, ରେଡ୍‌ ପରି ଡାର୍କ କଲର୍‌ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ଅଟେ।

ଷ୍ଟ୍ରାଇପ୍‌ ଓ ପ୍ରିଣ୍ଟ- ହାଇଟ୍‌ କମ୍‌ ହୋଇଥିଲେ ସବୁବେଳେ ଭର୍ଟିକାଲ ଷ୍ଟ୍ରାଇପ୍‌ ପିନ୍ଧନ୍ତୁ। ଏହାଦ୍ୱାରା ଆପଣ ଡେଙ୍ଗା ଦେଖାଯିବେ। ଆଉ ପରଫେକ୍ଟ ଲୁକ୍‌ ମିଳିବ। ଯଦି ପ୍ରିଣ୍ଟେଡ ମ୍ୟାକ୍ସି ଡ୍ରେସ୍‌ କିଣିବାକୁ ଚାହୁଁଛନ୍ତି ତେବେ ଛୋଟ ପ୍ର୍ରିଣ୍ଟ୍‌ର ମ୍ୟାକ୍ସି ଡ୍ରେସ୍‌ ବାଛନ୍ତୁ। ବଡ଼ ପ୍ରିଣ୍ଟ ପିନ୍ଧିଲେ ହାଇଟ୍‌ କମ୍‌ ଲାଗିବା ସହ ପରଫେକ୍ଟ ଲୁକ୍‌ ମିଳିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ସୁସ୍ଥ ହୃତ୍‌ପିଣ୍ଡ ଓ ରକ୍ତଚାପ

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

ଗ୍ରହାଣୁରୁ ଖଣିଜ ଉତ୍ତୋଳନ

ସୌରଜଗତର ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ବସ୍ତୁପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ ଏବଂ…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri