Categories: Video

ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ

ଭୁବନେଶ୍ବରସ୍ଥିତ ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ହୋଇଛି । ତେବେ କେଉଁ କାରଣ ରୁ ବିସ୍ପୋରଣ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ଭୟଙ୍କର ବିସ୍ଫୋରଣ ହୋଇଥିବା ଜଣାପଡିଛି । ଘଟଣା ପରେ କମିଶନରେଟ ପୋଲିସର ବହୁ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । କମିଶନରେଟ ପୋଲିସ ଅନୁସାରେ ଏବେ ସ୍ଥତି ନିୟନ୍ତ୍ରଣରେ ଅଛି ।