ମାରୁତି ସୁଜୁକି ଅଲ୍‌ଟୋର ବିକ୍ରି ସଫଳତା

ଭୁବନେଶ୍ୱର,୧୪।୮: ମାରୁତି ସୁଜୁକି ଅଲ୍‌ଟୋ ପକ୍ଷରୁ ଏହାର ବିକ୍ରି ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ଭାରତୀୟ ଗ୍ରାହକଙ୍କ ଲାଗି ଏହା ଏକ ଲୋକପ୍ରିୟ ମଡେଲ ଭାବେ ଉଭା ହୋଇଛି। ବର୍ତ୍ତମାନ ସୁଦ୍ଧା ଏହା ୪୦ ଲକ୍ଷ ୟୁନିଟ ବିକ୍ରି ମାଇଲଷ୍ଟୋନ ସ୍ଥାପନ କରିଛି। ଅଲ୍‌ଟୋ ଭାରତୀୟ କାର୍‌ କ୍ରେତାଙ୍କର ପନ୍ଦର ବିକଳ୍ପ ହୋଇପାରିଛି। ୭୬% ଅଲ୍‌ଟୋ ଗ୍ରାହକ ଏହାକୁ ନିଜର ପ୍ରଥମ କାର ଭାବେ ଚୟନ କରିଛନ୍ତି। ୨୦୦୦ ମସିହା ପରଠାରୁ ଲୋକପ୍ରିୟତା ଏବଂ ବିଶ୍ୱାସ ବୃଦ୍ଧି ସହ ଏହା ଭୌଗୋଳିକ ସ୍ତରରେ ଅନେକ ପରିବାରର ଏକ ସଦସ୍ୟ ହୋଇପାରିଛି। ଠିକ୍‌ ସମୟରେ ଅପ୍‌ଗ୍ରେଡ୍‌ ଏବଂ ନୂତନ ଟେକ୍ନୋଲୋଜି ଅଫରିଂ ଦ୍ୱାରା ଏହା ଗ୍ରାହକଙ୍କ ବିଶ୍ୱାସ ଜିତିବାକୁ ସକ୍ଷମ ହୋଇଥିବା କହିଛି। ଅଲ୍‌ଟୋ ବ୍ରାଣ୍ଡ କ୍ରମାଗତ ୧୬ ବର୍ଷ ହେବ ଭାରତୀୟ କାର ବଜାରରେ ପ୍ରମୁଖ ସ୍ଥାନ ହାସଲ କରିଥିବା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ମାର୍କେଟିଂ ସେଲ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ବିଆଇକୁ ୩୦ ହଜାର କୋଟି ଅନ୍ତରୀଣ ଲାଭାଂଶ ମାଗିପାରନ୍ତି ସରକାର

ନୂଆଦିଲ୍ଲୀ,୩୦-୯: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସରକାର ରିଜର୍ଭ ବ୍ୟାଙ୍କକୁ ୩୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ମାଗି ପାରନ୍ତି। ୨୦୧୯-୨୦ ଆର୍ଥତ୍କ...

ସବୁ ଗାଁକୁ ମିଳିବ ଗ୍ରାମ ନେଟ୍‌ ଓ୍ବାଇଫାଇ ସଂଯୋଗ

ନୂଆଦିଲ୍ଲୀ, ୨୭-୮: ଦେଶର ସବୁ ଗ୍ରାମକୁ ଗ୍ରାମ ନେଟ୍‌ ମାଧ୍ୟମରେ ୧୦ରୁ ୧୦୦ ଏମ୍‌ବିପିଏସ୍‌ ଗତିରେ ଓ୍ବାଇଫାଇ ସୁବିଧା ଯୋଗାଇ ଦିଆଯିବ। ସି-ଡଟର ୩୬ତମ ପ୍ରତିଷ୍ଠା...

୧୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୦।୧: କୋଭିଡ୍‌ ମହାମାରୀ ସାରା ବିଶ୍ୱକୁ ଏବେ ବି କବଳିତ କରି ରଖିଛି। ଏହି ସମୟରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସମସ୍ୟା କେତେବେଳେ...

୮% ଅଭିବୃଦ୍ଧି ହାସଲ ସମ୍ଭବ: ନୀତି ଆୟୋଗ

ନୂଆଦିଲ୍ଲୀ,୨୧-୯: ଜୁନ୍‌ରେ ଜିଡିପି ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ଛୁଇଁବା ପରେ ଦେଶରେ ଅର୍ଥନୀତିକୁ ନେଇ ସୃଷ୍ଟି ହୋଇଥିବା ନକାରାମତ୍କତା ଭିତରେ ନୀତି...

ଭାରତକୁ ଜିଏସ୍‌ପି ମାନ୍ୟତା ଫେରାଇବା ନେଇ ୟୁଏସ୍‌ର ବିଚାର

ଓ୍ବାଶିଂଟନ,୨୦।୬: ବାଣିଜ୍ୟ ସୁବିଧା ଲାଗି ଆମେରିକା ପ୍ରଦାନ କରୁଥିବା ଜେନେରାଲାଇଜ୍ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସ(ଜିଏସ୍‌ପି) ମାନ୍ୟତା ଭାରତକୁ ପୁଣି ଥରେ ପ୍ରଦାନ କରିବାକୁ ଆମେରିକା ବିଚାର...

ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଊର୍ଦ୍ଧ୍ୱ ରହିପାରେ

ବାଙ୍ଗାଲୋର: ଲଗାତର ଦ୍ୱିତୀୟ ମାସ ଲାଗି ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭%ରୁ ଊର୍ଦ୍ଧ୍ୱ ରହିପାରେ। ପିଆଜ ସହ ଅନ୍ୟ ପନିପରିବା ଦର ଉଚ୍ଚରେ ରହିବା ଯୋଗୁ...

ଭାରତକୁ ପ୍ରଶଂସା କଲେ ବିଲ୍‌ ଗେଟସ୍‌

ନୂଆଦିଲ୍ଲୀ,୨୩।୪: କରୋନାକୁ ରୋକିବା ଦିଗରେ ଭାରତର ପଦକ୍ଷେପକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। କରୋନା ବିରୋଧରେ ଭାରତ...

ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫...

Advertisement
Archives

Model This Week