Posted inଜାତୀୟ

ମ୍ୟାଜିକ୍‌ ନମ୍ବର ନ ଛୁଇଁଲେ ବି ସରକାର ଗଢିବ ମହାୟୁତି! ଜାଣନ୍ତୁ ଭାଜପାର ପ୍ଲାନ୍‌ ବି…

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ନିର୍ବାଚନରେ ଭୋଟ ସରିଛି। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରାଯାଇଛି। ନିର୍ବାଚନର ଫଳାଫଳ କାହା ସପକ୍ଷରେ ରହିବ ତାହା ଉପରେ ଦେଶର ନଜର ରହିଛି। ଏହି ସମୟରେ ଅନେକ ଏକଜିଟ ପୋଲ ସାମ୍ନାକୁ ଆସିଛି। ଅଧିକାଂଶ ଏକଜିଟ ପୋଲ ମହାୟୁତି ସପକ୍ଷରେ ପୂର୍ବାନୁମାନ କରିଛି। ଏକଜିଟ ପୋଲ ମହାୟୁତି ସରକାର ଗଠନ କରିପାରେ। ତଥାପି, ଏକଜିଟ ପୋଲକୁ ବିଶ୍ୱାସ କରିବା କଥା ନୁହେଁ। ତେଣୁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବର୍ତ୍ତମାନ ପ୍ରଶ୍ନ ହେଉଛି ଯଦି ମହାୟୁତି ମ୍ୟାଜିକ୍‌ ନମ୍ବରରେ ନ ପହଞ୍ଚେ, ତା’ହେଲେ ଏହାର ସରକାର କିପରି ଗଠନ ହେବ? ଏଥିପାଇଁ ଭାଜପା ନେତୃତ୍ୱାଧୀନ ମିଳିତ ମଞ୍ଚ ଯୋଜନା ବି ପ୍ରସ୍ତୁତ କରିଛି।

କୁହାଯାଉଛି ଦଳ ଯଦି ମ୍ୟାଜିକ୍‌ ନମ୍ବର ନ ଛୁଏଁ, ତେବେ ତେବେ ଗ୍ରାଣ୍ଡ ଆଲାଇନ୍ସ ଛୋଟ ଛୋଟ ଦଳଗୁଡ଼ିକୁ ନିଜ ସହିତ ଆଣିବାକୁ ଚେଷ୍ଟା କରିବ। ମହାୟୁତି ଏଥିପାଇଁ ପ୍ଲାନ ବି ପ୍ରସ୍ତୁତ କରିଦେଇଛି। ମହାୟୁତିି ନେତାମାନେ କ୍ଷମତାକୁ ଆସିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରୁଛନ୍ତି। ସୂତ୍ରନୁଯାୟୀ, ମହାୟୁତିି ନେତାମାନେ ଛୋଟ ଛୋଟ ଦଳ ସହିତ ଆଲୋଚନା କରୁଛନ୍ତି। ଛୋଟ ଛୋଟ ଦଳକୁ ସାଙ୍ଗରେ ନେଇ ମହାଗଠବନ୍ଧନ ସରକାର ଗଠନ ପାଇଁ ପ୍ରୟାସ କରାଯିବ।

ମହାୟୁତି ବର୍ତ୍ତମାନ ସେହି ନିର୍ବାଚନମଣ୍ଡଳୀଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛି ଯାହା ମହା ବିକାଶ ଅଗାଡି ମିଳିତ ମଞ୍ଚରେ ନାହିଁ । ଏଥିମଧ୍ୟରେ ବହୁଜନ ବିକାଶ ଅଗାଡି, MNS ଏବଂ ପ୍ରହର ଜନଶକ୍ତି ଭଳି ଦଳ ଅନ୍ତର୍ଭୁକ୍ତ। ସୂତ୍ରରୁ ପ୍ରକାଶ ଯେ ମହାୟୁତି ଏହି ଛୋଟ ଦଳର ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ତେବେ ମହା ବିକାଶ ଅଗାଡି ମଧ୍ୟ ଏକଜିଟ ପୋଲରେ ବିଶ୍ୱାସ କରନ୍ତି ନାହିଁ। ସେ ମଧ୍ୟ ତାଙ୍କ ବିଜୟ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ମହା ବିକାଶ ଅଗାଡିରେ ମଧ୍ୟ ଏକ ରାଉଣ୍ଡ ବୈଠକ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri