ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ବର୍ଷକୁ ଥରେ ବଡ଼ସିଂହାର ନୀତିରେ ହୋଇଥାଏ ପଦ୍ମବେଶ। ଦିନକ ପାଇଁ ପଦ୍ମବେଶରେ ପହୁଡ଼ ହୁଅନ୍ତି ମହାବାହୁ।

Dharitri – Odisha’s No.1 Odia Daily