ଭୁବନେଶ୍ୱର,୧୩।୬: ଲିଜ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେଶନ ଫି। ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର ୩% ଦେବାକୁ ପଡ଼ିବ। ପୂର୍ବରୁ କନଭରସେଶନ ଫି ୧୦ ପ୍ରତିଶତ ଦେବାକୁ ପଡୁଥିଲା। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି।