Posted inଫୁରସତ

ମିଳୁନାହାନ୍ତି ପ୍ରେମିକା, ହୋର୍ଡିଂ ଲଗାଇ ଖୋଜୁଛନ୍ତି ଯୁବକ

କୁହାଯାଏ, ଜୀବନସାଥୀ ଭଗବାନ ଠିକ୍‌ କରିଥାନ୍ତି। ଯିଏ ଯାହା ପାଇଁ ଗଢ଼ା, ତାକୁ ତାହା ମିଳିଥାଏ। କିନ୍ତୁ କନ୍ୟା ଖୋଜିବା ପାଇଁ ଆଜିର ଯୁଗରେ ଲୋକମାନେ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି।

ଇଦ୍‌ ଚାପମ୍ୟାନ ନାମକ ଜଣେ ୨୩ ବର୍ଷୀୟ ଯୁବକ ପ୍ରେମିକା ଖୋଜିବା ପାଇଁ କୌଣସି ଡେଟିଂ ଓ୍ବେବସାଇଟ କିମ୍ବା ମ୍ୟାଚ୍‌ ମେକିଂ ଆପ୍‌ ବ୍ୟବହାର କରି ନାହାନ୍ତି, କିନ୍ତୁ ସେ ଛକ ଛକରେ ହୋର୍ଡିଂ ଲଗାଇଛନ୍ତି। ଏଥିରେ ସେ ଲେଖିଛନ୍ତି, ତାଙ୍କର ଜଣେ ସୁନ୍ଦରୀ ପ୍ରେମିକା ଦରକାର।

ସେ ଆହୁରି କହିଛନ୍ତି, ବିଭିନ୍ନ ଉପାୟରେ ମୁଁ ନିଜ ପାଇଁ ଡେଟ୍‌ ଖୋଜିବାକୁ ଚେଷ୍ଟା କରିଥିଲି, କିନ୍ତୁ ଏଥିରେ ବିଫଳ ହୋଇଥିଲି। ଶେଷରେ ସେ ଏପରି ଏକ ଭିନ୍ନ ତରିକା ଅପାଣାଇଛନ୍ତି। ସେ ବ୍ରିଟେନର ଲିଡ୍ସକୁ ଯାଉଥିବା ବ୍ୟସ୍ତବହୁଳ ରାଜପଥରେ ନିଜର ବିଜ୍ଞାପନ ଲଗାଇଛନ୍ତି। ଏଥିରେ ଲେଖା ହୋଇଛି ‘ମୁଁ ଯେଉଁ ବସୟରେ ଅଛି, ମୋର ଜଣେ ପ୍ରେମିକା ଦରକାର। କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟଏ ବି ଡେଟ୍‌ କରିନାହିଁ। ଗତ ୨୩ ବର୍ଷ ଧରି ମୁଁ ସିଙ୍ଗଲ। ବର୍ତ୍ତମାନ ମୁଁ ପ୍ରେମିକା ଖୋଜୁଛି।

କୌତୂହଳର ବିଷୟ ହେଉଛି ଚାପ୍‌ମ୍ୟାନଙ୍କ ଏହି ପଦ୍ଧତି କାମ ଦେଲା। ତାଙ୍କ ପାଖକୁ ଏସ୍‌ଏମ୍‌ଏସ ଆସିବା ଆରମ୍ଭ କଲା। ସେ ଏହି ହୋର୍ଡିଂ ଯୋଗୁ ୧୮ରୁ ୪୮ବର୍ଷ ବୟସର ଝିଅମାନଙ୍କର ଏସ୍‌ଏମ୍‌ଏସ ପାଇଲେ। ବର୍ତ୍ତମାନ ସେ ତାଙ୍କର ପ୍ରଥମ ଡେଟ୍‌ରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ହୋର୍ଡିଂର ପ୍ରଥମ ଦିନରେ ସେ ଏହ ମ୍ୟାଚ୍‌ ପ୍ରୋଫାଇଲ ପାଇଲେ। ସେ ବାକି ପ୍ରୋଫାଇଲ ବିଷୟରେ ଚିନ୍ତା କରୁଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୨୦ରେ ମଧ୍ୟ ମାର୍କ ରୁଫ୍‌ ନାମକ ଜଣେ ବ୍ୟକ୍ତି ୪୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରେମିକା ଖୋଜୁଥିବା ନେଇ ହୋର୍ଡିଂ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri