Posted inଫୁରସତ

୧୩୦ ଦିନ ହସ୍ପିଟାଲରେ ରହିଲେ କରୋନା ସଂକ୍ରମିତ ଏହି ମହିଳା, ପରେ ଘଟିଲା ଏମିତି କିଛି…

କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ରିଟେନ୍‌ର ଫାତିମା ବ୍ରିଡଲ ନାମକ ଜଣେ ୩୫ ବର୍ଷୀୟା ମହିଳା ୪ ମାସ ୧୦ ଦିନ ହସ୍ପିଟାଲରେ ରହିଥିଲେ। ୧୩୦ ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ଫାତିମା ବ୍ରିଟେନ୍‌ରେ ସବୁଠାରୁ ଅଧିକ ଦିନ କୋରୋନାରେ ପୀଡ଼ିତ ରୋଗୀ ଅଟନ୍ତି। ପ୍ରାୟ ୧ ମାସର ଯାତ୍ରା ପରେ ମସ୍କୋରୁ ଫେରି ଫାତିମା କରୋନାରେ ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚରେ ତାଙ୍କ ସ୍ବାମୀଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏପ୍ରିଲରେ ଫାତିମାଙ୍କୁ କରୋନା ହୋଇଥିଲା। ସେ ନିମୋନିଆରେ ପୀଡ଼ିତ ଥିଲେ। ତାଙ୍କର ଫୁସ୍‌ଫୁସ୍‌ ମଧ୍ୟ ସଂକ୍ରମିତ ହୋଇଥିଲା।
ଫାତିମାଙ୍କୁ ବ୍ରିଟେନ୍‌ର ସାଉଥଟମ୍ପନ୍‌ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସାଢ଼େ ୩ ମାସ ଅର୍ଥାତ ୧୩୦ ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। ବର୍ତ୍ତମାନ ସେ ନୂଆ ଜୀବନ ପାଇଛନ୍ତି। ଖାଲି ଏତିକି ନୁହେଁ, ଫାତିମା ଏତେଦିନ ହସ୍ପିଟାଲରେ ରହିବା ପରେ ଅପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇଛନ୍ତି। ଏଥିପାଇଁ ସେ ନର୍ସ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ଏକ ସ୍ବପ୍ନ ପରି ଲାଗୁଥିବା କହିଛନ୍ତି।
ଫାତିମାଙ୍କ ସ୍ବାମୀ କୁହନ୍ତି, ସାଢ଼େ ୩ ମାସ ଡାକ୍ତରଖାନାରେ ରହିବା ପରେ ଫାତିମାଙ୍କ ସ୍ବାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଏତେଦିନ ଭେଣ୍ଟିଲେଟରରେ ରହିବା ଏକ ଅସାଧାରଣ କଥା। ବର୍ତ୍ତମାନ ତାଙ୍କୁ ଭେଟିବା ପାଇଁ ମୁଁ ଅପେକ୍ଷାରତ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାକୁ କୀଟାଣୁମୁକ୍ତ କରୁଛି ପ୍ରେସର କୁକର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ପ୍ରାୟ ସମସ୍ତେ ପରିବାପତ୍ରକୁ ସାନିଟାଇଜ୍‌ କରି ଜୀବାଣୁମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ...

ତୁମକୁ ନ ପାଇଲେ ଗଳା କାଟିଦେବି

କୋଲକାତା,୧୧।୧: ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ଫେସ୍‌ବୁକ୍‌ ପ୍ରେମ। ପ୍ରଥମେ ବନ୍ଧୁତା ପରେ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣକ। ଏବେ ତାଙ୍କ ସ୍ବାମୀ ପ୍ରେମିକା...

ସାତଥର ଯିବ ଗଙ୍ଗା, ଥରେ ଚନ୍ଦ୍ରଭାଗା…

ପୂର୍ବ ସଂଖ୍ୟାରେ ଆମେ ଠାରିଦେଇଥିଲୁ ସଂପ୍ରୀତିର ବାର୍ତ୍ତା ଦେଉଥିଲା ଚନ୍ଦ୍ରଭାଗା। ସଂପ୍ରୀତି ମାନେ ହେଉଛି ଅନୁରାଗ ଆଉ ସ୍ନେହ। ସାମାଜିକ ଦୃଷ୍ଟିରୁ ‘ସଦ୍‌ଭାବନା’ ବନ୍ଧୁତ୍ୱପୂର୍ଣ୍ଣ ସ୍ବୀକୃତି,...

ହିଂସା ଥମିଲେ କମିବେ ଶରଣାର୍ଥୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁନ୍‌ ୨୦କୁ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଶରଣାର୍ଥୀମାନଙ୍କ ସ୍ଥିତି ସମ୍ପର୍କରେ ସଚେତନ କରାଇବା ଲାଗି ଏହି ଦିବସ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ପେଣ୍ଟିଂକୁ କୁହାଯାଏ ଅଭିଶପ୍ତ, ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟି ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଏପରି ଏକ ପେଣ୍ଟିଂ ଅଛି, ଯେ କୌଣସି...

ଗରମରୁ ବଞ୍ଚିବା ପାଇଁ କାରରେ ଗୋବର ବୋଳିଲେ ମାଲିକ

ମେ’ମାସ ଶେଷ ହେବାକୁ ଆସୁଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ତେବେ ଏହି ଭୀଷଣ ଗରମ ପାଇଁ ପଶ୍ଚିମ ଓ ଉତ୍ତର ଭାରତରେ...

ବିବାହ କରିବେ ବିଲ୍‌ ଗେଟସ୍‌ଙ୍କ ଝିଅ!

ଓ୍ବାଶିଂଟନ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ଝିଅ ଜେନିଫର ଏବେ ବିବାହ କରିବାକୁ ଯାଉଛନ୍ତି। ଏକଥା ନିଜେ ଜେନିଫର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ସେ...

ପୁରୁଷବନ୍ଧୁଙ୍କୁ ଡେଟିଂରୁ ଜାଣନ୍ତି ଯୁବତୀ

ନିଜର ଗର୍ଲଫ୍ରେଣ୍ଡକୁ ଡେଟିଂରେ ନେଇ ଯାଉଥିବା ଯୁବକମାନେ ବହୁ ବିଷୟରେ ସତର୍କ ରହିବା ଆବଶ୍ୟକ। ବିଶେଷକରି ଯେତେବେଳେ ବିଲ୍‌ ପଇଠ କରିବାର ସମୟ ଆସୁଛି ସେତେବେଳେ...

Advertisement
Archives

Model This Week