Categories: Video

୧୪ ଦିନରୁ ଅଧିକ ନହେଉ ଲକଡାଉନ

୫ ତାରିଖରୁ ରାଜ୍ୟକୁ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲକ୍‌ଡାଉନ୍ ଘୋଷଣା ହେବା ପରେ ଏବେ ବ୍ୟବସାୟୀଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ କିଛି ବ୍ୟବସାୟୀ ବନ୍ଧୁଙ୍କ ସହ ଆଲୋଚନା କରିବା ଏବଂ ଜାଣିବା ଲକ୍‌ଡାଉନ୍‌କୁ ନେଇ କଣ ରହିଛି ସେମାନଙ୍କ ପ୍ରତିକ୍ରିୟା ।