ଏଲ୍‌ଆଇସି-ଭାରତୀୟ ଡାକ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ,୨୯ା୯ – ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଏବଂ ଡାକ ବିଭାଗ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରିଣ୍ଟ ଟୁ ପୋଷ୍ଟ ସଲ୍ୟୁଶନ ପାଇଁ ଏହା ଉଦ୍ଦିଷ୍ଟ ହେବ। ଏହି ସଲ୍ୟୁଶନ ଡାକ ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଛି। ଜୀବନ ବୀମା ପଲିସିଗୁଡିକର ପ୍ରିଣ୍ଟିଂ ଏବଂ ଡେସ୍‌ପ୍ୟାଚ୍‌ କରିବାରେ ଡାକ ବିଭାଗ କାର୍ଯ୍ୟ କରୁଛି। ଡାକ ବିଭାଗର ଉକ୍ତ ସେବାକୁ ଏଲ୍‌ଆଇସି ହାସଲ କରୁଥିବା ବେଳେ ଏନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏଲ୍‌ଆଇସି ଅଧ୍ୟକ୍ଷ ଏମ୍‌.ଆର୍‌.କୁମାର, ଏମ୍‌ଡି ମୁକେଶ କୁମାର ଗୁପ୍ତା, ରାଜକୁମାର, ମିନି ଇପି, ଇଡି ପ୍ରଭୀନ କୁମାର, ଡାକ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ଅଜୟ କୁମାର ରଏ,ନୂଆଦିଲ୍ଲୀର ପୋଷ୍ଟ ମାଷ୍ଟର ଜେନେରାଲ ଟିଏମ୍‌ ଶ୍ରୀଲତା ପ୍ରମୁଖ ଉପସ୍ଥିତ ଥିଲେ। ଏଲ୍‌ଆଇସି ପ୍ରଡକ୍ଟ ଡେଲିଭରିକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଥିବା କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଅଗଷ୍ଟ ପର୍ଯ୍ୟନ୍ତ ରେଗୁଲାର ଟ୍ରେନ ବାତିଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୦ ସଂକ୍ରମଣ ଜନିତ ସମସ୍ୟା ସାଙ୍ଗକୁ କରୋନା କଟକଣା ପାଇଁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ରେଗୁଲାର ଟ୍ରେନ ଚଳାଚଳ ବନ୍ଦ ରହିବ। ଏହି...

ଏବେ ଆରମ୍ଭ ହେବନି ଟ୍ରେନ୍‌ ସେବା

ନୂଆଦିଲ୍ଲୀ,୧୧।୪: ଟ୍ରେନ ଯାତ୍ରୀଙ୍କ ଲାଗି ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ ସେବା ଆରମ୍ଭ ନେଇ ଗତ ୨ ଦିନ ହେବ ଗଣମାଧ୍ୟମରେ ଖବର ପ୍ରକାଶ...

ଧନତେରସରେ ବିକ୍ରି ୪୦% କମିଲା

ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ...

ଓଡ଼ିଶାରେ ଜିଓ ଫାଇବର ୧ ନମ୍ବର

ଭୁବନେଶ୍ୱର,୧୭।୫: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ସଂସ୍ଥା ଜିଓ ଫାଇବର ଓଡ଼ିଶାରେ କ୍ରମାଗତ ଭାବେ ୧ ନମ୍ବର...

ଟାଟା ସନ୍ସ-ସାଇରସ୍‌ ବିବାଦ

୨୦୧୬ ଅକ୍ଟୋବର ୨୪: ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଚେୟାରମ୍ୟାନ୍‌ ପଦରୁ ହଟାଇ ରତନ ଟାଟାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ୨୦୧୬ ଡିସେମ୍ବର ୨୦: ସାଇରସ୍‌...

ରାଉରକେଲାରେ ଏଚ୍‌ଏମ୍‌ଏସ୍‌ଆଇ ‘ଏସ୍‌ଇସି’

ଭୁବନେଶ୍ୱର,୧୨।୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଏବଂ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ରାଉରକେଲା ସହଯୋଗିତାରେ ଏକ ଅତ୍ୟାଧୁନିକ ଦକ୍ଷତା ଉନ୍ନତୀକରଣ...

ସର୍ବନିମ୍ନ ସ୍ତରକୁ ଖସିଲା ଉପଭୋକ୍ତା ଖର୍ଚ୍ଚ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଭପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଛି। ଗତ ୧୯୭୩ ପରଠାରୁ ବା ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର...

ମାର୍ଚ୍ଚ ସୁଦ୍ଧା ଏଜିଆର୍‌ ଦେୟର ୧୦% ଦେବେ କମ୍ପାନୀ

ମୁମ୍ବାଇ: ଦେଶର ଟେଲିକମ କମ୍ପାନୀଗୁଡିକ ସେମାନଙ୍କ ଉପରେ ବକେୟା ରହିଥିବା ମୋଟ ଆଡଜଷ୍ଟମେଣ୍ଟ ଗ୍ରସ ରେଭେନ୍ୟୁ(ଏଜିଆର୍‌) ଦେୟର ୧୦% ମାର୍ଚ୍ଚ ସୁଦ୍ଧା ପ୍ରଦାନ କରିବେ। ଏହି...

Advertisement
Archives

Model This Week