Categories: Video

Let’s explore Balasore temples | ଚାଲ ବୁଲିବା ବାଲେଶ୍ୱରର ପ୍ରମୁଖ ମନ୍ଦିର

For nature lovers the Balasore has a plethora of tourist attractions like Panchalingeshwar, Emami Jagannath Temple, Khirachira Gopinath Temple, Chandipur Beach and Chawmukh. Added to those, is the amazing cuisine available in Balasore which will certainly titillate your taste buds. Come let’s explore Balasore in this video. Do give your views in the comments section.

‘ଚାଲ ବୁଲିବା’ର ଏହି ସ୍ପେଶାଲ ଏପିସୋଡରେ ଏଥର ଆମେ ବୁଲିଥିଲୁ ବାଲେଶ୍ୱରର ପ୍ରମୁଖ ଖୀରଚୋରା ଗୋପୀନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଇମାମି ଜଗନ୍ନାଥ ମନ୍ଦିର ସହିତ ନୀଳଗିରିର ଐତିହାସିକ ରାଜବାଟି । ଏହିସବୁ ପର୍ଯ୍ୟଟନ ସ୍ଥଳୀର ମହତ୍ୱ ଅନେକ ରହିଥିବାରୁ ପର୍ଯ୍ୟଟକ ବେଶ ଭିଡ଼ ଜମିଥାଏ ।