Categories: Video

ଚାଲ ଖାଇବା ସ୍ପେଶାଲ ଦହି ଚିକେନ୍

ଆମର ଏହି ସ୍ପେଶାଲ ଏପିସୋଡ୍ ଚାଲ ଖାଇବାରେ ଆମେ ଏଭଳି କିଛି ସ୍ଥାନକୁ ଯାଉଛୁ ଯେଉଁଠି ଓଡ଼ିଆ ଖାଦ୍ୟ ସବୁଠୁ ନିଆରା। ଆଜିର ଏପିସୋଡରେ ଆମେ ପହଂଚିଥିଲୁ ଖୋର୍ଦ୍ଧା ଜିଲାର ପୁରୁଣା ବରୁଣେଇ ହୋଟେଲରେ । ଯେଉଁଠାରେ ସ୍ପେଶାଲ ଖାଦ୍ୟ ଥିଲା ଦହି ଚିକେନ୍, ଦହି ମାଛ, ମଟନ୍ ଇତ୍ୟାଦି । ତେବେ ଆପଣ ଚାହିଁଲେ ଏହି ହୋଟେଲ ଯାଇ ଏସବୁ ଖାଦ୍ୟର ମଜା ଉଠାଇ ପାରିବେ ।