ରିଅଲ୍‌ମି ୧୩ପ୍ରୋ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ରିଅଲ୍‌ମିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ୧୩ ପ୍ରୋ ସିରିଜର ଅନାବରଣ ନିକଟରେ ହୋଇଯାଇଛି। ଚଳିତ ମାସରେ କମ୍ପାନୀର ପ୍ରଥମ ଏଆଇ ପ୍ରଫେସନାଲ କ୍ୟାମେରା ସ୍ମାର୍ଟଫୋନ୍‌ ‘ରିଅଲ୍‌ମି ୧୩ ପ୍ରୋ ସିରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ୨୦୨୪ରେ କମ୍ପାନୀର ଏହା ୨ୟ ନମ୍ବର ସିରିଜର ଶୁଭାରମ୍ଭ ଭାରତୀୟ ବଜାରରେ ହୋଇଯାଇଛି। ଏପରିକି ରିଅଲ୍‌ମି ୧୩ ପ୍ରୋ ସିରିଜ ପ୍ରଥମ ଏଆଇ ପ୍ରଫେସନାଲ କ୍ୟାମେରା ଫୋନ୍‌ ହେବାର ପ୍ରତିଶ୍ରୁତି ଆଣିଛି, ଯାହା ଡିଏସ୍‌ଏଲ୍‌ଆର୍‌-ଲେଭେଲ ଫିଚରଗୁଡିକରେ ସୁସଜ୍ଜିତ ରହିଛି। ଏହି ଇମେଜିଂ ପାୱାର ହାଉସ୍‌ର କେନ୍ଦ୍ରରେ ଡୁଆଲ ସୋନି ସେନ୍ସର ରହିଛି, ଯାହା ମୋବାଇଲ ଫଟୋଗ୍ରାଫିକୁ ନୂଆ ଉଚ୍ଚତାକୁ ନେଉଛି।
ସେହିଭଳି ୪-ଇନ୍‌-୧ ପିକ୍ସେଲ ଫ୍ୟୁଜନ ଟେକ୍ନୋଲୋଜି, ହାଇ-ଟ୍ରାନ୍ସପରେନ୍ସି ଗ୍ଲାସ୍‌ ଲେନ୍ସ ଓ ଏକ ହାଲୁକା ପେରିସ୍କୋପ ଡିଜାଇନ ଭଳି ଫିଚରଗୁଡ଼ିକ ସହ ଏହାର କ୍ୟାମେରା ବିଭିନ୍ନ ସୁଟିଂ ପରିଦୃଶ୍ୟରେ ୱାଇଡ୍‌-ଆଙ୍ଗେଲ ଲ୍ୟାଣ୍ଡସ୍କେପଠାରୁ ଆରମ୍ଭ କରି ଲଙ୍ଗ୍‌-ଡିଷ୍ଟାନ୍ସ କ୍ୟାପ୍‌ଚରଗୁଡିକ ପର୍ଯ୍ୟନ୍ତ ଚମତ୍କାର ଫଟୋକ୍ୱାଲିଟି ପ୍ରଦାନ କରିବା ପାଇଁ ଆଗପଛ ହୋଇ କାର୍ଯ୍ୟ କରିଥାଏ।
ସେହିପରି ୧୦ଗୁଣରୁ ୩୦ଗୁଣ ଜୁମ୍‌ ରେଞ୍ଜରେ ଇମେଜ୍‌ ଡିଗ୍ରେଡେଶନର ସାଧାରଣ ସମସ୍ୟା ଦୂରକରିଥାଏ। ଏହା ଲୋ-ରିଜୋଲ୍ୟୁଶନ ଫଟୋଗୁଡିକୁ ଉନ୍ନତ କରିବାରେ ଦକ୍ଷ, ଯାହା ଏହାକୁ ପୁରୁଣା ଫଟୋ, ସୋସିଆଲ ମିଡିଆ ଇମେଜ କିମ୍ବା ଲୋ-ରିଜୋଲ୍ୟୁଶନ ଭିଡିଓଗୁଡିକର ଫ୍ରେମ୍‌ଗୁଡିକୁ ଅପ୍‌ଗ୍ରେଡ୍‌ କରିବା ପାଇଁ ଉପଯୁକ୍ତ ଡିଭାଇସ୍‌ରେ ପରିଣତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri