Categories: Video

Kumar Purnima celebrations underway | ଆଜି ହେଉଛି କୁମାର ପୂର୍ଣ୍ଣିମା

Kumar Purnima holds a special place among the girls in the state. The festival, celebrated on the full moon day of the Hindu lunar month of Ashvin, marks the end of the monsoon season. Unmarried girls dress up, make merry and fast on the occasion praying for a suitable groom. This day is also celebrated as Laxmi Puja that is being celebrated across the state with religious fervor.

କୁମାର ପୂର୍ଣ୍ଣିମା ଓଡିଶାର ଏକ ବିଶେଷ ପର୍ବ । ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଇଥାଏ । ଏହିଦିନ କୁମାରୀମାନେ ସକାଳୁ ଗାଧୋଇ ନିଜର ନିତ୍ୟକର୍ମ ସାରି ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ସୁନ୍ଦର ଜୀବନସାଥୀଟିଏ ପାଇବା ଆଶା ନେଇ କୁମାରୀମାନେ କୁମାର ପୂର୍ଣ୍ଣିମା ଓଷା କରନ୍ତି । ଆଜି କୁମାର ପୂର୍ଣ୍ଣିମା ସହ ଧରାପୃଷ୍ଠରେ ଧରାବତରଣ କରିବେ ଧନ ସମ୍ପଦର ଅଧିଷ୍ଠାତ୍ରୀ ମା ଲକ୍ଷ୍ମୀ । ଆଉ ମାଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବମୁଖର ହୋଇଛି ସାରା ରାଜ୍ୟ ।