ଜାଣନ୍ତୁ ଏଥର ବଜେଟ୍‌ରେ ଯୁବକ, ମହିଳା, କୃଷକଙ୍କ ପାଇଁ କଣ ରହିଛି

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସକାଳ ୧୧ଟାରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସରକାରଙ୍କ ସଫଳତାକୁ ଅର୍ଥମନ୍ତ୍ରୀ ବଜେଟରେ ଗଣନା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଯୁବକ, କୃଷକ ଏବଂ ମହିଳା ଏବଂ ସାଧାରଣ ଜନତାଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ୨୦୪୭ ସୁଦ୍ଧା ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବୁ। ସରକାରଙ୍କ ଦ୍ୱାରା ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରାଯାଇଛି। ସରକାରୀ ପାଣ୍ଠି ଲିକ ରୋକିବାରେ ସରକାରଙ୍କ ଡିବିଏଲ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହା ମାଧ୍ୟମରେ ପ୍ରାୟ ୩୪ ଲକ୍ଷ କୋଟି ଟଙ୍କା ସିଧାସଳଖ ସାଧାରଣ ଜନତାଙ୍କ ନିକଟକୁ ପଠାଯାଇଛି।

ବଜେଟ୍‌ର ପ୍ରମୁଖ ଅଂଶ
-୧୮ ଲକ୍ଷ ବିକ୍ରେତାଙ୍କୁ PM Swanidhi ମାଧ୍ୟମରେ ସାହାଯ୍ୟ କରାଯାଇଛି

-କିସାନ ସମ୍ମାନ ନିଧି ଏବଂ ପ୍ରଧାନମନ୍ତ୍ରୀ ଫସଲ ଯୋଜନା ମାଧ୍ୟମରେ ଅନ୍ନାଦାତା ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହୋଇଛନ୍ତି। ୧୧.୮ କୋଟି କୃଷକ କିସାନ ସମ୍ମାନ ନିଧି ସୁବିଧା ପାଇଛନ୍ତି।

-ଦେଶରେ ୩ ହଜାର ନୂତନ ITII ଖୋଲାଯାଇଛି

-୧.୪୦ କୋଟି ଯୁବକଙ୍କୁ ସ୍କିଲ ଇଣ୍ଡିଆ ତାଲିମ ଦିଆଯାଇଛି।

-୧୫ଟି ନୂତନ ଏମ୍ସ ଏବଂ ୩୯୦ଟି ନୂତନ ବିଶ୍ୱବିଦ୍ୟାଳୟ ସୃଷ୍ଟି କରାଯାଇଛି

-ସାଧାରଣ ଲୋକଙ୍କ ଆୟ ୫୦ ପ୍ରତିଶତ ବୃଦ୍ଧି ପାଇଛି।

-ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଯୋଗୁ ୭୦% ଘର ମାଲିକ ମହିଳା ହୋଇଛନ୍ତି।

-ସରକାର ଏପର୍ଯ୍ୟନ୍ତ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ ହାସଲ କରିଛନ୍ତି। ଏହି ଯୋଜନା ଅଧୀନରେ ଆସନ୍ତା ୫ ବର୍ଷରେ ୨ କୋଟି ଅଧିକ ଘର ନିର୍ମାଣ ହେବ।

-ଉଚ୍ଚଶିକ୍ଷାରେ ମହିଳାଙ୍କ ଅଂଶଗ୍ରହଣ ୨୮ ପ୍ରତିଶତ ବୃଦ୍ଧି ପାଇଛି।
୧୩୬୧ ନୂତନ ବଜାର ଯୋଗ କରାଯାଇଛି।

-ଦେଶରେ ବିମାନବନ୍ଦର ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି। ଟିୟର୍‌ ୨ ଏବଂ ଟିୟର୍‌ ୩ ଉପରେ ଏକ ବିଶେଷ ଧ୍ୟାନ ଦିଆଯାଇଛି।

-ନମୋ ଭାରତ ଏବଂ ମେଟ୍ରୋ ଟ୍ରେନ ଉପରେ ଧ୍ୟାନ ଦିଆଯିବ।
-ଦେଶରେ ନୂତନ ମେଡିକାଲ ସ୍କୁଲ ଖୋଲାଯିବ।

-ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ ଏକ କୋଟି ଘରେ ସୋରେଲ ଲଗାଯିବ।

-ଶକ୍ତି, ଖଣିଜ ପଦାର୍ଥ ଏବଂ ସିମେଣ୍ଟ ପାଇଁ ତିନୋଟି ନୂତନ କରିଡର ଆରମ୍ଭ ହେବ।

-କୋଇଲା ଗ୍ୟାସିଫିକେସନ ମାଧ୍ୟମରେ ପ୍ରାକୃତିକ ଗ୍ୟାସର ଆମଦାନୀ ହ୍ରାସ ପାଇବ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri