Categories: Video

ଅନଲକ୍‌-୬ ଗାଇଡଲାଇନ୍ | Know The Unlock 6 Guidelines Issued By Odisha Govt.

ରାଜ୍ୟ ସରକାର ଅନଲକ୍‌-୬ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ନଭେମ୍ବର ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯାଇଛି । ବାକି ସବୁ ଶ୍ରେଣୀ ନଭେମ୍ବର ୩୦ ଯାଏ ବନ୍ଦ ରହିବ । ସେହିପରି ସ୍ଥାନୀୟ ପ୍ରଶାସନର ଅନୁମତିରେ ଧର୍ମାନୁଷ୍ଠାନ ଖୋଲାଯାଇପାରିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି ।