ଜାଣନ୍ତୁ ପତ୍ରରୁ କେମିତି ଦେଖାଜିବେ ସୁନ୍ଦରୀ

ମହିଳାମାନେ ସୁନ୍ଦର ଦେଖାଯିବାକୁ ସବୁବେଳେ ଚାହାନ୍ତି। ଏଥିପାଇଁ ସେମାନେ ମାର୍କେଟରୁ କେତେ ପ୍ରକାର କେମିକାଲ ପ୍ରଡକ୍ଟ ଆଣିଥାନ୍ତି ଏବଂ ତାକୁ ବ୍ୟବହାର କରିଥାନ୍ତି। ଫଳରେ ତ୍ୱଚା ସୁନ୍ଦର ଏବଂ ଚମକଦାର ଦେଖାଯିବ। ବେଳେ ବେଳେ ଏମିତି ହୋଇଥାଏ ଏହି ପ୍ରଡକ୍ଟର କୌଣସି ବି ଖାସ୍‌ ପ୍ରଭାବ ଦେଖିବାକୁ ମିଳି ନ ଥାଏ। ଓଲଟା ଏଥିରେ ଥିବା କେମିକାଲ ତ୍ୱଚାର କ୍ଷତି କରିଥାଏ। ଆଜି ଆପଣଙ୍କୁ ପ୍ରାକୃତିକ ଉପାୟରେ କିପରି ତ୍ୱଚାର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…

ନିମ୍ବପତ୍ର
ତ୍ୱଚାରେ ଚମକ ଆଣିବା ପାଇଁ ନିମ୍ବପତ୍ର ଏକ ପ୍ରାକୃତିକ ଉପଚାରର ଏକ ଅନ୍ୟତମ ମାଧ୍ୟମ। ଏହା ତ୍ୱଚାଜନିତ କେତେକ ସମସ୍ୟା ଦୂରକରିଥାଏ। ଯଦି ଆପଣ ଏହାକୁ ନିଜ ସ୍କିନ୍‌ କେୟାରରେ ସାମିଲ କରିନିଅନ୍ତି ତେବେ ମୁହଁରେ ଚିହ୍ନ ,ଦାଗ,ବ୍ରଣ ଭଳି ସମସ୍ୟା ମୂଳରୁ ସଫା ହୋଇଯିବ।
ତୁଳସୀପତ୍ର
ତୁଳସୀପତ୍ର କୌଣସି ସ୍କିନ୍‌ ସମସ୍ୟା ହେବାକୁ ଦିଏ ନାହିଁ। ଆପଣ ଏହାକୁ ସ୍କିନ୍‌ କେୟାର ଲାଗି ବ୍ୟବହାର କରିପାରିବେ। ତୁଳସୀର ପତ୍ରରେ ଔଷଧୀୟ ଗୁଣ ଥିବା କାରଣରୁ ଏହା ବରଦାନଠୁ ବି କମ୍‌ ନୁହେଁ।
ଗୋଲାପ ପତ୍ର
ଗୋଲାପ ପତ୍ର ତ୍ୱଚା ଲାଗି ବହୁତ ଲାଭକାରୀ । ଏହାର ବ୍ୟବହାର ତ୍ୱଚାକୁ ସପ୍ଟ ଏବଂ ଚମକଦାର କରିଥାଏ। ଏହା ବ୍ୟତୀତ ମୁହଁର ହଜିଯାଇଥିବା ରଙ୍ଗ ଫେରିପାଇବେ। ଯଦି ଆପଣ ଅଧିକ ଦିନରୁ ତ୍ୱଚାଜନିତ ସମସ୍ୟାକୁ ନେଇ ଯଦି ଚିନ୍ତିତ ତେବେ ଗୋଲାପ ପତ୍ର ସ୍କିନ୍‌ କେୟାରରେ ସାମିଲ କରିପାରିବେ।
ପୁଦିନା ପତ୍ର
ପୁଦିନା ପତ୍ର ଔଷଧୀୟ ଗୁଣରେ ଭରପୂର। ଏହା ମନ୍‌ସୁନ୍‌ ସମୟରେ ତ୍ୱଚା ଲାଗି ବହୁତ ଲାଭକାରୀ ହୋଇଥାଏ। ଯଦି ତ୍ୱଚାରେ ଫୁସି ଏବଂ ବ୍ରଣ ସମସ୍ୟା ଥାଏ ତେବେ ଏହା ସବୁ ସମସ୍ୟାରୁ ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri