Posted inଜାତୀୟ

କେରଳ ସରକାର ଶ୍ରୀଲଙ୍କା ପଠାଇବେ ୧୫ ଜଣିଆ ଡାକ୍ତରି ଟିମ୍‌

ଥିରୁଭାନନ୍ତପୁରମ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କୁ ଏବେ ସହଯୋଗର ହାତ ବଢାଇବାକୁ ଯାଉଛନ୍ତି କେରଳ ସରକାର। କେରଳର ଏକ ୧୫ ଜଣିଆ ଡାକ୍ତରି ଟିମ୍‌ ଶ୍ରୀଲଙ୍କା ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ସହ କଥାବାର୍ତ୍ତା ଚାଲିଛି। ଅନୁମତି ମିଳିଲେ ଏମାନେ ଶ୍ରୀଲଙ୍କା ଗସ୍ତ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଖେ କେତେ ଦିନ ପାଇଁ ଗଚ୍ଛିତ ଅଛି ଅଶୋଧିତ ତୈଳ, ସରିଗଲେ କ’ଣ ପ୍ରଭାବ ପଡିବ, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ, ଯାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୪।୩: ଉପସାଗରୀୟ ଦେଶଗୁଡ଼ିକରେ ଯୁଦ୍ଧ ଭଳି ପରିସ୍ଥିତି ବିଶ୍ୱ ଶକ୍ତି ଯୋଗାଣକୁ ବିପଦରେ ପକାଇଛି। ଏହି ସଙ୍କଟ ସମୟରେ, ଭାରତର ଦୀର୍ଘକାଳୀନ ଏବଂ ବିଶ୍ୱସ୍ତ ବନ୍ଧୁ, ରୁଷିଆ…

ଯୁଦ୍ଧ ଭିତରେ ୮ଦେଶ ସହ କଥା ହେଲେ ମୋଦି, ହୋଇପାରେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୩।୩: ଇରାନ ଉପରେ ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଏବଂ ଇରାନର ପ୍ରତିଶୋଧ ସହିତ ଆରମ୍ଭ ହୋଇଥିବା ଯୁଦ୍ଧ ପ୍ରତିଦିନ ତୀବ୍ର ହେବାରେ ଲାଗିଛି। ସଂଘର୍ଷର ପରିମାଣ ଏବଂ ପରିସର…

ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି! ଭାରତରେ ମହଙ୍ଗା ହେବ ପେଟ୍ରୋଲ ଏବଂ ଡିଜେଲ?

ନୂଆଦିଲ୍ଲୀ,୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଏବେ ସିଧାସଳଖ ବିଶ୍ୱ ଶକ୍ତି ବଜାର ବା ଗ୍ଲୋବାଲ ଏନର୍ଜି ମାର୍କେଟକୁ ପ୍ରଭାବିତ କରୁଛି। Strait of Hormuz ବା…

ଯୁଦ୍ଧ ଭିତରେ ଭାରତ କଲା ବଡ଼ ଡିଲ୍‌, ଚାଇନା-ପାକିସ୍ତାନକୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୩।୩: ଗତ କିଛି ବର୍ଷର ସମ୍ପର୍କକୁ ବିଚାରକୁ ନେଲେ, ଭାରତ ଏବଂ କାନାଡା ମଧ୍ୟରେ ଏକ ଐତିହାସିକ ଚୁକ୍ତି କିଏ ପୂର୍ୱାନୁମାନ କରିପାରିଥାନ୍ତା? କିନ୍ତୁ ଏକ ଚୁକ୍ତି…

ଭାରତ ପାଇଁ ରୁଷିଆ ସାଜିବ ସଙ୍କଟମୋଚକ! ତୈଳ ସଙ୍କଟ ମଧ୍ୟରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ତିନୋଟି ରାଷ୍ଟ୍ର ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ୟୁରୋପରୁ ଗୁରୁତ୍ୱପୂର୍ଣ୍ଣ ସ୍ବର…

ରୁଷିଆ ଏବେବି ଭାରତର ସବୁଠାରୁ ବଡ଼ ତେଲ ସପ୍ଲାୟର! ଦେଖନ୍ତୁ ସଂଖ୍ୟା

ନୂଆଦିଲ୍ଲୀ,୩।୩: ଯେତେ ଦାବି କରାଯାଉ ଏବଂ ଯେତେ ପ୍ରତିବନ୍ଧକର ଧମକ ଦିଆଯାଉ, ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଭାଙ୍ଗିପାରିବ ନାହିଁ। ଉଭୟ ଦେଶ ପରସ୍ପର ସହିତ…

ବିବାହ ପରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ କଲେ ବଡ଼ ଘୋଷଣା

ମୁମ୍ବାଇ,୩।୩: ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବର୍ତ୍ତମାନ ସେମାନଙ୍କ ବିବାହ ପାଇଁ ଖବରରେ ଅଛନ୍ତି। ସେମାନଙ୍କ ବିବାହ ଉତ୍ସବ ମଧ୍ୟରେ, ଏହି ଦମ୍ପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri