Posted inଜାତୀୟ

ସିସୋଡିଆଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ କେଜ୍‌ରିୱାଲ

ନୂଆଦିଲ୍ଲୀ,୫।୧: ମନୀଷ ସିସୋଡିଆଙ୍କ ଜନ୍ମଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। କେଜ୍‌ରିୱାଲ ଲେଖିଛନ୍ତି, ଏହି ବନ୍ଧୁତା ବହୁତ ପୁରୁଣା। ଆମର ସ୍ନେହ ଏବଂ ବିଶ୍ୱାସ ବହୁତ ଶକ୍ତିଶାଳୀ। ଜନସାଧାରଣଙ୍କ ପାଇଁ କାମ କରିବାର ଏହି ଉତ୍ସାହ ମଧ୍ୟ ବହୁତ ପୁରୁଣା।ଷଡଯନ୍ତ୍ରକାରୀମାନେ ଯେତେ ଚେଷ୍ଟା କଲେ ମଧ୍ୟ … ଏହି ବିଶ୍ୱାସ, ଏହି ସ୍ନେହ ଏବଂ ଏହି ବନ୍ଧୁତା କେବେବି ଭାଙ୍ଗିପାରିବେ ନାହିଁ।
ତାଙ୍କ ବନ୍ଧୁ ମନୀଷ ସିସୋଡିଆଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ଅରବିନ୍ଦ କେଜ୍‌ରିୱାଲ ଆହୁରି ଲେଖିଛନ୍ତି, ମିଥ୍ୟା ମାମଲା ଦାଖଲ କରି ଭାଜପା ଗତ ୧୧ ମାସ ଧରି ଜେଲରେ ରଖିଆସିଛି କିନ୍ତୁ ମନୀଷ ସେମାନଙ୍କ ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି। ଆମେ ସେମାନଙ୍କର ଏକଛତ୍ରବାଦୀ ଶାସନ ଆଗରେ ନତମସ୍ତକ ହୋଇ ନାହୁଁ କି ଭବିଷ୍ୟତରେ ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ। ଏକଛତ୍ରବାଦୀ ଶାସନର ଏହି ଯୁଗରେ, ମନୀଷଙ୍କ ସାହସ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଏ। ଜନ୍ମଦିନର ଶୁଭେଚ୍ଛା ମନୀଷ।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦେଶର ସମ୍ମାନଠାରୁ ବିଶ୍ୱକପ ଊର୍ଦ୍ଧ୍ୱରେ ନୁହେଁ… ICCକୁ ଆଖି ଦେଖାଇଲା ବାଂଲାଦେଶ, କହିଲା…

ନୂଆଦିଲ୍ଲୀ,୮।୧: ୨୦୨୬ରେ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ଖେଳିବା ପାଇଁ ବାଂଲାଦେଶ ଭାରତ ଯାତ୍ରା କରିବାକୁ ମନା କରିବା ନେଇ ବିବାଦ ବଢ଼ିବାରେ ଲାଗିଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା: ଅସୁସ୍ଥ ହେଲେ ଏହି ଖେଳାଳି, ଦଳରୁ ପଡିବେ ବାଦ୍‌!

ନୂଆଦିଲ୍ଲୀ,୮।୧: ଭାରତୀୟ କ୍ରିକେଟ ଦଳ ପାଇଁ ଆନନ୍ଦର ଉତ୍ସବ ମଧ୍ୟରେ, ଚିନ୍ତାଜନକ ଖବର ଆସିଛି। ଟିମ ଇଣ୍ଡିଆର ଉଦୀୟମାନ ତାରକା ଏବଂ ଆକ୍ରମଣାତ୍ମକ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ...

ଦ୍ୱିତୀୟ ଦିନରେ ବରଫର ଧଳା ଚାଦର ତଳେ କୋଇଡ଼ା: ପଡିଲା ତୁଷାରପାତ

ବଣାଇଁ, ୮।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ଗତକାଲି ଠାରୁ ପ୍ରଥମଥର ପାଇଁ ସମଗ୍ର ଅଞ୍ଚଳ ୫ ଡିଗ୍ରୀ ତଳେ ରହିଛି...

ସବୁ ସୀମା ପାର୍‌ କଲେ ଟ୍ରମ୍ପ: ଭାରତ ଉପରେ ୫୦୦% ଟାରିଫ୍‌ ଲାଗୁ କରିବାକୁ…

ଓ୍ବାଶିଂଟନ୍‌,୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ ମଞ୍ଜୁର କରିଛନ୍ତି ଯାହା ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା...

ଭାରତକୁ ବଡ଼ ଝଟକା ଦେଲା ବାଂଲାଦେଶ: ଭାରତୀୟଙ୍କ ପାଇଁ ବନ୍ଦ କଲା…

ନୂଆଦିଲ୍ଲୀ,୮।୧: ଆଇପିଏଲରୁ ଖେଳାଳିମାନଙ୍କୁ ବାଦ୍‌ ଦେବାର ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ଼ ଝଟକା ଦେଇଛି। ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିଜା...

ଜି ଉଦୟଗିରିରେ ହାଡ଼ଭଙ୍ଗା ଶୀତ: ସର୍ବନିମ୍ନ ତାପମାତ୍ରା ରହିଛି…

ଜି ଉଦୟଗିରି ୮।୧(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ) : ଜି ଉଦୟଗିରି ସହରରେ କ୍ରମାଗତ ୪ ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ...

ମା’ ବଞ୍ଚିଥିବା ଭାବି ମୃତଦେହକୁ ଘରେ ଆଣି ରାତିସାରା ଜଗିରହିଲେ ୪ ପିଲା, ହେଲେ…

ପାଲଲହଡ଼ା,୮ା୧(ଦିବ୍ୟଜ୍ୟୋତି ଦାଶ): ୪ ବର୍ଷ ତଳେ ପରପାରିକୁ ଚାଲିଯାଇଥିଲେ ସ୍ବାମୀ ଗୁରୁ ମୁଣ୍ଡା। ସେବେଠାରୁ ୩ ଝିଅ ଓ ଗୋଟିଏ ପୁଅର ବୋଝ ନିଜେ ଉଠାଉଥିଲେ...

ବିମାନବନ୍ଦରରେ ପହଞ୍ଚିବା ପରେ କୋହଲିଙ୍କୁ ଘେରିଗଲେ ପ୍ରଶଂସକ, ଆଉ ତା’ପରେ…Video Viral

ନୂଆଦିଲ୍ଲୀ,୮।୧: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ ୧୧ ତାରିଖରେ ଭଦୋଦରାରେ ଖେଳାଯିବ। ବିରାଟ କୋହଲି ଏହି ମ୍ୟାଚ ପାଇଁ ଭଦୋଦରାରେ ପହଞ୍ଚିଛନ୍ତି, ଯେଉଁଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri