ବିଚ୍‌ ରାସ୍ତାରେ ଫଟୋ ଶୁଟ୍‌ କରୁଥିଲେ କରିସ୍ମା, ସାଇକେଲରେ ଆସୁଥିବା ବ୍ୟକ୍ତି କଲେ ଏମିତି କାମ

ମୁମ୍ବାଇ: କରିସ୍ମା କପୁର ୯୦ ଦଶକର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ। ଅଭିନୟ ସହିତ ନିଜର ଚୁଲବୁଲି ଅନ୍ଦାଜ ଏବଂ ନୃତ୍ୟ ପାଇଁ ସେ ଅନେକ ପ୍ରଶଂସକ ତିଆରି କରିପାରିଥିଲେ। ତେବେ ଏହି ବୟସରେ ମଧ୍ୟ କରିସ୍ମା ନିଜର ଭିନ୍ନ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ୫୦ ବର୍ଷ ବୟସରେ ମଧ୍ୟ କରିସ୍ମାଙ୍କ ଷ୍ଟାଇଲିସ ଅନ୍ଦାଜ କିଛି କମ୍‌ ନାହିଁ। ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରମାଣ ଜାରି ରଖିଛନ୍ତି । ପ୍ରତିଦିନ କରିସ୍ମା ତାଙ୍କର ଭିନ୍ନ ଭିନ୍ନ ଷ୍ଟାଇଲର ଫଟୋ ଶେୟାର କରି ଏବେବି ଦର୍ଶକଙ୍କୁ ମତୁଆଲା କରୁଛନ୍ତି।
ଏହି ସମୟରେ, ଅଭିନେତ୍ରୀ ତାଙ୍କ ଇନଷ୍ଟାରେ କିଛି ନୂଅର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋଗୁଡ଼ିକରେ କରିସ୍ମା ଏକ ଧଳା ରଙ୍ଗର ଲମ୍ବା ସୁଟରେ ନିଜର ଆସିବା ସହ ସମସ୍ତଙ୍କ ହୃଦୟ ଚୋରି କରୁଛନ୍ତି। କରିସ୍ମାଙ୍କର ଏହି ପାରମ୍ପାରିକ ରୂପ ଲୋକଙ୍କ ହୃଦୟ ଛୁଇଁ ପାରିଛି।
ଏହି ଲୁକ୍ସକୁ କମ୍ପଲିଟ କରିବା ପାଇଁ ଅଭିନେତ୍ରୀ ଏକ ଛୋଟ ବିନ୍ଦି, କାନରେ ଛୋଟ କାନଫୁଲ ଏବଂ ହାତରେ ବ୍ରେସଲେଟ ପିନ୍ଧି ଏହାକୁ କମ୍ଲିଟ କରିଛନ୍ତି। ଖୋଲା କେଶ ସହିତ ତାଙ୍କର ଏହି ଲୁକ୍‌ ଖୁବ୍‌ ମନ କିଣୁଛି। ଏହି ଗେଟଅପରେ ତାଙ୍କ ବୟସ ଅନୁମାନ କରିବା କଷ୍ଟକର।
ଏହି ସମୟରେ କରିସ୍ମାଙ୍କ ସହ କିଛି ଘଟିଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅଭିନେତ୍ରୀ ରାସ୍ତା କଡ଼ରେ ତାଙ୍କର ଫଟୋସୁଟ କରୁଛନ୍ତି। ତା’ପରେ ହଠାତ୍‌ ଜଣେ ବ୍ୟକ୍ତି ସାଇକେଲରେ ପହଞ୍ଚିଲେ, ଯିଏକି ତାଙ୍କୁ ଦେଖୁଥିବାର ଦେଖାଯାଏ। ସେହି ବ୍ୟକ୍ତିଙ୍କ ଏହି କାର୍ଯ୍ୟକୁ ଦେଖି କରିସ୍ମା ଲାଜରେ ଲାଲ ହୋଇଯାଇଥିଲେ। ତେବେ ଏହି ସମୟରେ ହସୁଥିବା ବେଳେ କରିସ୍ମା ବହୁତ ସୁନ୍ଦର ଦେଖାଯାଉଥିଲେ। କରିସ୍ମାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri