ସେଲିବ୍ରିଟିଙ୍କୁ ନେହୁରା ହେଉଛନ୍ତି କରନ୍‌ ଜୋହର୍‌

ବମ୍ବେ: ବଲିଉଡର ଲୋକପ୍ରିୟ ଫିଲ୍ମନିର୍ମାତା ମଧ୍ୟରୁ କରନ୍‌ ଜୋହର ଅନ୍ୟତମ। ବ୍ୟକ୍ତିଗତ ଜୀବନ ହେଉ ଅଥବା ଚଳଚ୍ଚିତ୍ର, ବିବାଦରେ ରହିଥାନ୍ତି ସେ। ଏସବୁ ସତ୍ତ୍ୱେ ତାଙ୍କ ଫିଲ୍ମରେ କାମ କରିବାକୁ କଳାକାରମାନେ ଚାହିଁ ରହିଥାନ୍ତି। ହେଲେ ଏବେ ଏମିତି ସମୟ ଆସିଛି ଯେ ତାଙ୍କୁ ସେଲିବ୍ରିଟିଙ୍କୁ ନେହୁରା ହେବାକୁ ପଡ଼ୁଛି। ଆପଣ ଭାବୁଥିବେ ଏହା ପଛରେ କାରଣ କ’ଣ? ତେବେ କରନ୍‌ ତାଙ୍କ ଚର୍ଚ୍ଚିତ ଶୋ’ ‘କଫି ଉଇଥ୍‌ କରନ୍‌’କୁ ଆସିବା ଲାଗି ଏଭଳି କରୁଥିବା ଦେଖାଯାଇଛି।

କରନ୍‌ଙ୍କ ଶୋ’ ଜୁଲାଇ ୭ରୁ ଡିଜ୍ନି ପ୍ଲସ୍‌ ହଟ୍‌ଷ୍ଟାର୍‌ରେ ପ୍ରସାରିତ ହେବ। ଶୋ’ର ନୂଆ ପ୍ରୋମୋ ରିଲିଜ ହୋଇଛି। ଯେଉଁଥିରେ ସମସ୍ତେ ଶୋ’କୁ ଅପେକ୍ଷା କରିଥିବା କରନ୍‌ କହୁଛନ୍ତି। ସେତିକିବେଳେ ‘ଏ ବୁଢ଼ା କେତେ ସିଜନ ଆଣିବ?’ ଶୁଣାଯାଉଛି। ପରେ ତାଙ୍କୁ କରାଯାଇଥିବା ଟ୍ରୋଲଗୁଡ଼ିକ ସ୍କ୍ରିନ୍‌ରେ ନଜର ଆସୁଛି। ଏହାପରେ କରନ୍‌ ଫୋନ୍‌ କରି ଶୋ’ରେ ଅତିଥି ଭାବେ ଆସିବାକୁ ସେଲିବ୍ରିଟିଙ୍କୁ ନେହୁରା ହେଉଥିବା ଦେଖାଯାଉଛି। ଏପରିକି ତାଙ୍କୁ ସେ ଲୋଭନୀୟ ଉପହାର ଦେବା ସହ ବ୍ୟକ୍ତିଗତ କଥା ପଚାରିବେ ନାହିଁ ବୋଲି କହୁଛନ୍ତି।
ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Karan Johar (@karanjohar)


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri