Advertisement

୪ଜି ସ୍ପିଡ୍‌ରେ ଜିଓ ୧ନମ୍ବର

ମୁମ୍ବାଇ,୧୮।୧୧:ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍‌ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍‌ ଓ ଅପ୍‌ଲୋଡ୍‌ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ଟ୍ରାଇର ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଅକ୍ଟୋବରରେ ୧.୨ ଏମ୍‌ବିପିଏସ୍‌ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଞ୍ଚତ୍ଛି। ଗତ ସେପ୍ଟେମ୍ବରରେ କମ୍ପାନୀର ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୯.୧ଏମ୍‌ବିପିଏସ୍‌ ଥିଲା। ୨୦୨୨ ଅକ୍ଟୋବରରେ ଭାରତୀ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୫ଏମ୍‌ବିପିଏସ୍‌ ରହିଥିବା ବେଳେ ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୪.୫ ଏମ୍‌ବିପିଏସ୍‌ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାନ ଦର ବଢାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୧୨-୧୨: ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ଦରବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୦ ଜାନୁୟାରୀ ଠାରୁ ଏହି...

ଅଭିବୃଦ୍ଧି ତ୍ୱରାନ୍ବିତ ଲାଗି ପଦକ୍ଷେପ; ରେପୋ ରେଟ୍‌ ୦.୨୫% ହ୍ରାସ କଲା ଆର୍‌ବିଆଇ

  ମୁମ୍ବାଇ,୫-୧୦: ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାରରେ ଶୁକ୍ରବାର ହ୍ରାସ ଘୋଷଣା କରିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ...

ଶିବାଜୀରାଓ ସମବାୟ ବ୍ୟାଙ୍କରେ ୩୦୦ କୋଟିର ଠକେଇ

ନୂଆଦିଲ୍ଲୀ,୧୪-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କରେ ଋଣ ଠକେଇ ପରେ ଏବେ ମହାରାଷ୍ଟ୍ରର ଆଉ ଏକ ବ୍ୟାଙ୍କରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଶିବାଜୀ...

ବିଓବି ପକ୍ଷରୁ ହିନ୍ଦୀ କବିତାପାଠ ପ୍ରତିଯୋଗିତା

ଭୁବନେଶ୍ୱର,୨୭ା୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ସ୍ଥାନୀୟ କସ୍ତୁରବା ଶିକ୍ଷା ଆଶ୍ରମ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ହିନ୍ଦୀ କବିତା ପାଠ...

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ଶିଶୁଦିବସ ପାଳନ

ଭୁବନେଶ୍ୱର,୧୭-୧୧: ହୋଣ୍ଡା ଟୁହ୍ବିଲର୍ସ ଲିମିଟେଡ ପକ୍ଷରୁ ସାରା ଦେଶରେ ୧୪ ଟ୍ରାଫିକ ଟ୍ରେନିଂ ପାର୍କରେ ଶିଶୁ ଦିବସ ପାଳନ କରାଯାଇଛି। ଭାରତୀୟ ସଡକକୁ ସୁରକ୍ଷିତ କରିବା...

ହ୍ୟାକିଂ ସମ୍ଭାବନା: ଅପ୍‌ଡେଟ୍‌ ଲାଗି ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୧୫-୫: ସିକ୍ୟୁରିଟି ଫିଚର୍ସରେ ତ୍ରୁଟି ପରିଲକ୍ଷିତ ହେବା ପରେ ହ୍ବାଟ୍ସଆପ୍‌ ଏହାର ୟୁଜରଙ୍କୁ ତୁରନ୍ତ ଏହି ଆପ୍‌କୁ ଅପ୍‌ଡେଟ୍‌ କରିନେବା ଲାଗି ଚେତାଇ ଦେଇଛି। କାରଣ...

ନାଲ୍‌କୋ ଅଧ୍ୟକ୍ଷଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ

ଭୁବନେଶ୍ୱର,୧୮-୬:ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦଙ୍କୁ ଗ୍ଲୋବାଲ ଇଣ୍ଡିଆନ୍‌ ବିଜନେସ୍‌ ଲିଡର ସମ୍ମାନ ମିଳିଛି। ଉଲ୍ଲେଖନୀୟ ବୃତ୍ତିଗତ ସଫଳତା ଏବଂ ସାମାଜିକ ଅବଦାନ ଲାଗି ଚାନ୍ଦଙ୍କୁ...

ବ୍ଲୁୂମବର୍ଗ ନ୍ୟୁ ଇକୋନୋମିକ ଫୋରମ୍‌କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ: ଅଭିବୃଦ୍ଧିର ଇଞ୍ଜିନ ହୋଇଥିବା ସାରା ବିଶ୍ୱର ସହରଗୁଡିକ ବିପଦଠାରୁ ଦୂରରେ ନାହିଁ। କୋଭିଡ୍‌-୧୯ ଏହା ପ୍ରମାଣିତ କରିଛି ବୋଲି ମଙ୍ଗଳବାର ବ୍ଲୁମବର୍ଗ ନିୟୁ ଇକୋନୋମିକ...

Advertisement
Archives

Model This Week