ଏପ୍ରିଲରେ ଉଡ଼ିପାରେ ଜେଟ୍‌ ଏୟାର

ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପୁଣି ଥରେ ଉଡ଼ାଣ ଭରିବା ଲାଗି ପ୍ରସ୍ତୁତ ହେଉଛି। ଏହି କମ୍ପାନୀ ଆସନ୍ତା ଗ୍ରୀଷ୍ଣ ସମୟ ସୁଦ୍ଧା ପୁଣି ଥରେ ବିମାନ ସେବା ଯୋଗାଇ ଦେବାର ବିଶେଷ ସମ୍ଭାବନା ରହିଛି। ଆର୍ଥତ୍କ ସମସ୍ୟା ଯୋଗୁ ପ୍ରାୟ ୨ ବର୍ଷ ହେବ ଏହି ବିମାନ କମ୍ପାନୀ ବନ୍ଦ ହୋଇ ପଡିଛି। ଏହାର ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ଏହାର ରିଜୋଲ୍ୟୁଶନ କାର୍ଯ୍ୟପନ୍ଥା ହାତକୁ ନିଆଯାଇଛି। ଜଲାନ-କାଲରକ କନ୍‌ସୋର୍ଟିୟମ ଏହି ବିମାନ କମ୍ପାନୀକୁ ଚଳାଇବା ଲାଗି ବିଡ୍‌ ହାସଲ କରିଛନ୍ତି। ଏମାନଙ୍କ ସହ ଜେଟ୍‌କୁ ଋଣ ପ୍ରଦାନ କରିଥିବା ସଂସ୍ଥାଗୁଡିକ ମଧ୍ୟ ଅଛନ୍ତି। ସମସ୍ତ ନିୟାମକ ମଞ୍ଜୁରୀ ମିଳିବା ପରେ କମ୍ପାନୀ ପୁଣି ଥରେ ସେବା ଯୋଗାଇବା ଉପରେ ଫୋକସ କରିବ ବୋଲି ସୂଚନା ରହିଛି। ଦେଶ ମଧ୍ୟରେ ସବୁ ସ୍ଲଟ୍‌ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ଏହା ସେବା ଯୋଗାଣ ନେଇ ମଧ୍ୟ ଯୋଜନା ରଖିଛି। ସବୁ କିଛି କାମ ଯୋଜନା ମୁତାବକ ହେଲେ ଏହା ୨୦୨୧ ଏପ୍ରିଲ ବେଳକୁ ପୁଣି ଥରେ ଯାତ୍ରୀଙ୍କୁ ସେବା ଯୋଗାଇଦେବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧାର ପଥରେ ଅର୍ଥ ବ୍ୟବସ୍ଥା: ଅର୍ଥ ସଚିବ

ନୂଆଦିଲ୍ଲୀ: ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ପରିଲକ୍ଷିତ ହେଉଛି। ଅକ୍ଟୋବର ମାସରେ ପରୋକ୍ଷ ଟିକସ ସଂଗ୍ରହ ବଢିଛି। କୋଭିଡ-୧୯ ଯୋଗୁ ଦେଶ ମଧ୍ୟରେ ଉପୁଜିଥିବା ସମସ୍ୟା...

ଜିଓରେ ୩୩,୭୩୭ କୋଟି ଟଙ୍କା ନିବେଶ କରିବ ଗୁଗଲ

ମୁମ୍ବାଇ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓରେ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏଲ୍‌ଏଲ୍‌ସି (ଗୁଗଲ) ପ୍ରାୟ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଜିଓ...

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

ନିବେଶକଙ୍କ ୫୨ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୨୫-୩: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କେତେ ପରିମାଣର କ୍ଷତି ହୋଇଛି ତାହାର ସମ୍ପୂର୍ଣ୍ଣ ଆକଳନ କରିବା ବର୍ତ୍ତମାନ କଷ୍ଟକର ବ୍ୟାପାର। ମାତ୍ର ଭାରତୀୟ...

ପାଞ୍ଚ କମ୍ପାନୀ ଯୋଡିଛନ୍ତି ୧ଲକ୍ଷ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୨୭।୧୨:  ଦେଶର ପ୍ରମୁଖ ୧୦ ଘରୋଇ କମ୍ପାନୀ ମଧ୍ୟରୁ ପାଞ୍ଚଟି କମ୍ପାନୀ ଗତ ସପ୍ତାହରେ ସେମାନଙ୍କର ମୋଟ ବଜାର ମୂଲ୍ୟରେ ୧,୦୧,୧୪୫.୦୯ କୋଟି ଟଙ୍କା ଯୋଡିଛନ୍ତି। ଏହି...

ରିୟଲ ଜିଡିପି ୧୧% ବଢ଼ିବ

ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତର ରିୟଲ ଜିଡିପି ପ୍ରାୟ ୧୧% ବଢ଼ିପାରେ। ଆର୍ଥିକ ସୁଧାର ତ୍ୱରାନ୍ବିତ ହେଉଥିବାରୁ ଅଭିବୃଦ୍ଧି ମଧ୍ୟ ଫେରିବ ବୋଲି ଏକ...

କରୋନା ସଙ୍କଟ ଟାଳିବାକୁ ଅଧିକ ପଦକ୍ଷେପ ନିଆଯିବ

ନୂଆଦିଲ୍ଲୀ,୨୩।୫: କରୋନା ସଙ୍କଟକୁ ଟାଳିବା ଲାଗି ସରକାର ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ଦିଗରେ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି...

ରେଲୱେ ପାଇଁ ୧.୧୦ ଲକ୍ଷ କୋଟି: ୨୭ ସହରରେ ମେଟ୍ରୋ ସେବା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ରେଲଓ୍ବେ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। ୨୦୩୦କୁ ଦୃଷ୍ଟିରେ ରଖି ସରକାର ରେଲଓ୍ବେ ପାଇଁ ନୂଆ...

Advertisement
Archives

Model This Week