ଭୁବନେଶ୍ୱର,୨୦।୯: ଗୃହ ମୁଲତବୀକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ନବୀନ ଅସୁସ୍ଥ, ସେ ଆସୁ ନଥିବାରୁ ବିଜେଡି ଗୃହକୁ ଅଚଳ କରୁଛି।ଆମେ ସବୁପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତଥିବା ଜୟନାରାୟଣ କହିଛନ୍ତି। ଗୃହ ବିଧି ବ୍ୟବସ୍ଥାରେ ଚାଲେ, ଅନାସ୍ଥା ହେଉ କି ସାର ସରକାର ଅଡୁଆରେ ନାହାନ୍ତି।