Categories: Video

Jagannath culture and the place of mutts in it | ଜଗନ୍ନାଥ ସଂସ୍କୃତି ଓ ମଠ

Temple of Lord Jagannath and the Jagannath culture have a special place in the cultural heritage of the world. Many mutts of Puri are deeply intertwined with the rituals of Srimandir. This relationship goes centuries back. Here we bring you a special report on the roles of the mutts in shaping the now-famous Jagannath culture.

ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ବିଶ୍ବ ଐତିହ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ଜଗନ୍ନାଥ ମନ୍ଦିର ମଧ୍ୟରେ ଅଧିକାଂଶ ରୀତିନୀତି ଓ ଉତ୍ସବ ପାଳନ ସହିତ ମଠ ସଂସ୍କୃତିର ସମ୍ପର୍କ ଅନେକ ପୁରୁଣା। ପୁରୁଷୋତ୍ତମ କ୍ଷେତ୍ରରେ ପ୍ରାଚୀନ କାଳରୁ ମଠ ସଂସ୍କୃତିର ଉତ୍ପତି ହୋଇଛି। ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠ ମାନଙ୍କର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ ଚାଲନ୍ତୁ ଦେଖିବା।