ବଢିଲା ଏଲନ ମସ୍କଙ୍କ ଚିନ୍ତା: ଟୁଇଟରକୁ ଟକ୍କର ଦେବ ଏହି ଆପ୍‌

ନୁୟର୍କ, ୧୨।୨: ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଟୁଇଟର କରିଥିଲେ, ଯାହା ଏକ ସମୟରେ ବେଶ ଲୋକପ୍ରିୟ ଥିଲା, ଯାହାକୁ ଏଲନ ମସ୍କ କିଣି ଏହାକୁ ଏକ୍ସ ନାମରେ ନାମିତ କରିଥିଲେ। ତେବେ, ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ଜ୍ୟାକ ଡୋର୍ସି ତାଙ୍କର ନୂତନ ସୋସିଆଲ ମିଡିଆ ଆପ ବ୍ଲୁସ୍କାଏ ଆଣିଛନ୍ତି। ଏହା ଟୁଇଟର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ପ୍ରକାଶ ଯେ, ପୂର୍ବରୁ ବ୍ଲୁସ୍କାଏ ଏକ ଇନଭାଇଟ୍‌ ଭିତ୍ତିକ ପ୍ଲାଟଫର୍ମ ଥିଲା । ଅର୍ଥାତ୍‌ ଆପଣ ଏଥିରେ ଲଗ୍‌ ଇନ୍‌ କରିବା ପାଇଁ ଏକ ଇନଭାଇଟ୍‌ କୋଡ ଆବଶ୍ୟକ ହେଉଥିଲା, କିନ୍ତୁ ବର୍ତ୍ତମାନ ଆପଣ ସାଇନ ଅପ ବିନା ସୋସିଆଲ ମିଡିଆ ଆପ ବ୍ଲୁସ୍କାଏ ବ୍ୟବହାର କରିପାରିବେ। ଅର୍ଥାତ୍‌ ଏହି ପ୍ଲାଟଫର୍ମରେ ଯେକେହି ବି ସାଇନ କରିପାରିବେ।

ବ୍ଲୁସ୍କାଏ ଆପ୍‌ ଟୁଇଟର ପରି ଦେଖାଯାଉଛି । ୨୦୨୧ରେ ଜ୍ୟାକ ଡୋର୍ସିଙ୍କ ଦ୍ୱାରା ବ୍ଲୁସ୍କାଏ କରାଯାଇଥିଲା। ବ୍ଲୁସ୍କାଏ ମାଧ୍ୟମରେ ଜଣେ ପରସ୍ପର ସହ କଥା ହୋଇପାରେ।ବ୍ଲୁସ୍କାଏକୁ ପ୍ରଥମେ ଟୁଇଟର ସହିତ ସହିତ ଲିଙ୍କ୍‌ କରାଯାଇଥାନ୍ତା, କିନ୍ତୁ ବର୍ତ୍ତମାନ ଏହି ଆପ୍‌ ସଂପୂର୍ଣ୍ଣ ସ୍ବତନ୍ତ୍ର। ଏହା ଧୀରେ ଧୀରେ ଅଭିବୃଦ୍ଧି ହାସଲ କରୁଛି। ଏହା ଲଞ୍ଚ୍‌ ହେବା ପରଠାରୁ ଏହି ଆପକୁ ୧ ମିଲିୟନରୁ ଅଧିକ ୟୁଜର୍ସ ମିଳିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri