Posted inଫୁରସତ

ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉଛି କି କଳହ ? ଜାଣନ୍ତୁ କିପରି କରିବେ ଏହି ସମସ୍ୟାର ସମାଧାନ

ବିବାହ ପରେ କେତେକ ସ୍ବାମୀ ସ୍ତ୍ରୀ ସୁରୁଖୁରୁରେ ଜୀବନଯାପନ ନ କରି ପରସ୍ପର ମଧ୍ୟରେ କଳହ କରୁଛନ୍ତି।  ଏପରି ସମସ୍ୟାରୂ ନିଜକୁ ଦୂରେଇ ରଖିବାକୁ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ବୈବାହିକ ଜୀବନ ବିଷୟରେ କହିଛନ୍ତି।

ଚାଣକ୍ୟ କହିଛନ୍ତି, ସ୍ତ୍ରୀ-ସ୍ବାମୀ ସମ୍ପର୍କ ରଥର ଦୁଇଟି ଚକ ପରି। ପରିବାର ଚଳାଇବାରେ ଉଭୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୁଖୀ ଦାମ୍ପତ୍ୟ ଜୀବନ ମଣିଷ ପାଇଁ ଗର୍ବ ବିବେଚନା କରାଯାଏ। ତାଙ୍କ ଅନୁଯାୟୀ, ବୈବାହିକ ଜୀବନ ସଫଳ ପାଇଁ କ’ଣ କରିବାକୁ ହେବ ଜାଣନ୍ତୁ।

> ଉଭୟ ସ୍ବମୀ-ସ୍ତ୍ରୀ ପରସ୍ପର ପ୍ରତି ନମ୍ର ତଥା ଭଦ୍ର ବ୍ୟବହାର କରିବା ଉଚିତ୍‌ । ଜଣେ ବ୍ୟକ୍ତି ନମ୍ରତା ସହିତ ହୃଦୟରେ ରହିପାରିବେ । ଭଦ୍ର ବ୍ୟବହାର କ୍ରୋଧକୁ ଦୂର କରିଥାଏ। ଯେଉଁଥିପାଇଁ ଝଗଡା ହେବାର କମ୍‌ ସମ୍ଭାବନା ଥାଏ। ଏହା ସହିତ ସମ୍ମାନ ବୃଦ୍ଧି ପାଇଥାଏ।

>ତାଙ୍କ ଅନୁଯାୟୀ, କ୍ରୋଧକୁ ନିୟନ୍ତ୍ରଣ କରିପାରିଲେ ବୈବାହିକ ଜୀବନ ସଫଳ ହୁଏ। ବାସ୍ତବରେ, ଯେତେବେଳେ ଜଣେ ବ୍ୟକ୍ତି କ୍ରୋଧିତ ହୁଏ, ସେ ଭଲ ଏବଂ ମନ୍ଦ ଜାଣିପାରେ ନାହିଁ । ଏପରି ପରିସ୍ଥିତିରେ, ସମ୍ପର୍କ ମଧ୍ୟରେ ମତଭେଦ ହୋଇପାରେ।

> ଚାଣକ୍ୟ କହିଛନ୍ତି, ବିତର୍କ ସମୟରେ ସ୍ତ୍ରୀ-ସ୍ବାମୀ ପରସ୍ପର କଥାକୁ ସମ୍ମାନ ଦେବା ଉଚିତ । ସାଧାରଣତଃ ଦେଖାଯାଏ ଯେ, କିଛି ଛୋଟ ଜିନିଷ ଉପରେ ବିତର୍କ ସମୟରେ ଲୋକମାନେ ସେମାନଙ୍କର ସମ୍ମାନକୁ ଭୁଲିଯାନ୍ତି। ଏପରି ଶବ୍ଦ ବ୍ୟବହାର କରନ୍ତି ଯାହା ହୃଦୟକୁ ଦୁଃଖ ଦେଇଥାଏ। ତେଣୁ ସର୍ବଦା କଥା ହେବା ସମୟରେ ଧ୍ୟାନ ରଖିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri