ପୂଜା ମାର୍କେଟରେ ବେଆଇନ୍‌ ଚାନ୍ଦା ଆଦାୟ କରୁଛନ୍ତି କି? ଆସିଗଲା ବଡ଼ ନିୟମ

ଭୁବନେଶ୍ୱର,୨୨।୮: ବେଆଇନ୍‌ ଚାନ୍ଦା ଆଦାୟ କରୁଛନ୍ତି କି? ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କଡ଼ା ନିର୍ଦ୍ଦେଶ। ସମସ୍ତ ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ପୋଲିସ ଡିଜି। ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ। ପାର୍ବଣ ଋତୁରେ ନିରାପତ୍ତା ଓ ସୁରକ୍ଷା ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

 

Share