ଭାରତର ଆନୁମାନିକ ଗ୍ରୋଥ୍‌ ରେଟ୍‌ ହ୍ରାସକଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ, ୧୪।୪: ବିଶ୍ୱ ବ୍ୟାଙ୍କ ପକ୍ଷରୁ ବୁଧବାର ଭାରତ ଏବଂ ସମଗ୍ର ଦକ୍ଷିଣ ଏସିଆ କ୍ଷେତ୍ର ପାଇଁ ନିଜ ବିକାଶ ଅନୁମାନ ହ୍ରାସ କରିଛି। ୟୁକ୍ରେନ୍‌ ସଙ୍କଟ କାରଣରୁ ବଢ଼ିଥିବା ମୁଦ୍ରାସ୍ଫୀତି ଯୋଗୁ ଏଭଳି ଘଟିଛି। ଓ୍ବାର୍ଲଡ ବ୍ୟାଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦକ୍ଷିଣ ଏସିଆ କ୍ଷେତ୍ରର ସର୍ବବୃହତ୍‌ ଅର୍ଥବ୍ୟବସ୍ଥା ଥିବା ଦେଶ ଭାରତ ପାଇଁ ନିଜ ବିକାଶ ହାର ଅନୁମାନ ୮.୭%ରୁ ହ୍ରାସ କରି ୮% କରି ଦେଇଛନ୍ତି। ଆଫଗାନିସ୍ତାନକୁ ବାଦ୍‌ ଦେଲେ ଦକ୍ଷିଣ ଏସିଆ ପାଇଁ ବିଶ୍ୱ ବ୍ୟାଙ୍କ ନିଜ ବିକାଶ ଅନୁମାନରେ ୧% ହ୍ରାସ କରି ୬.୬% କରିଦେଇଛି। ଦେଶରେ କୋଭିଡ୍‌ ମହାମାରୀ ଏବଂ ମୁଦ୍ରାସ୍ଫୀତି ପ୍ରଭାବରେ ଶ୍ରମ ବଜାରରେ ରିକୋଭରି ଅସମ୍ପୂର୍ଣ୍ଣ ରହିଥିବା କାରଣକୁ ଘରୋଇ ବ୍ୟବହାର ହ୍ରାସ ଘଟିବ ବୋଲି ଓ୍ବାର୍ଲଡ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪,୧୫୨ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କଲା ଏଲ୍‌ଆଇସି

ଭୁବନେଶ୍ୱର, ୧୮-୪: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ ବୀମା ପ୍ରିମିୟମ ସଂଗ୍ରହ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ଜୋନ ପ୍ରଥମ ପ୍ରିମିୟମ...

‘ଗୁଣବତ୍ତା ସୁଧାର’ ପାଇଁ ଏମ୍‌ସିଏଲ୍‌କୁ ପ୍ରଥମ ପୁରସ୍କାର

ତାଳଚେର,୨୪ା୮ (ମନୋଜ ନନ୍ଦ): ଗ୍ରୀନଟେକ ଫାଉଣ୍ଡେଶନ ପକ୍ଷରୁ ‘ଗୁଣବତ୍ତା ସୁଧାର’ ନିମନ୍ତେ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌)କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ...

କୋଭିଡ୍‌ ଲଢ଼େଇରେ ଆର୍‌ବିଆଇ

ମୁମ୍ବାଇ,୨୩।୫: ଦେଶରେ ପ୍ରଥମ କରୋନା ମାମଲା ଜାନୁୟାରୀ ୩୦ରେ ସାମ୍ନାକୁ ଆସିଥିଲା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହୋଇଥିବା ଲକ୍‌ଡାଉନରେ ଦେଶକୁ ଅନେକ କ୍ଷତି ସହିବାକୁ...

ଯନ୍ତ୍ରଣାରୁ ମୁକ୍ତିଦେବ କୁଇକ୍‌

ଭୁବନେଶ୍ୱର,୨୫ା୨: ଦେଶର ସର୍ବପୁରାତନ ଆୟୁର୍ବେଦ କମ୍ପାନୀ ଓଜୋନ୍‌ ଫାର୍ମାସ୍ୟୁଟିକାଲର ପ୍ରମୁଖ ବ୍ରାଣ୍ଡ୍‌ କୁଇକ୍‌ର ନୂତନ ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ...

ମାନ୍ଦାବସ୍ଥା ବିରୋଧରେ ଅସ୍ତ୍ର ହେବ ଆର୍‌ବିଆଇ ପୁଞ୍ଜି

ମୁମ୍ବାଇ,୨୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସରକାରଙ୍କୁ ଲାଭାଂଶ ବାବଦରେ ୧.୭୬ ଲକ୍ଷ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ଏହି ପୁଞ୍ଜି ମୋଦି ସରକାରଙ୍କ ଲାଗି...

ପେଟ୍ରୋଲ-ଡିଜେଲ ବିକ୍ରି ପରିମାଣ ବୃଦ୍ଧି

ନୂଆଦିଲ୍ଲୀ,୨।୬ : ଭାରତ ବଜାରରେ ପେଟ୍ରୋଲ ଓ ଡିଜେଲର ବିକ୍ରି ଚଳିତ ବର୍ଷ ମେ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଶେଷକରି ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ...

ମଡେଲ ରେଞ୍ଜର ମୂଲ୍ୟ ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୪।୩:ଦେଶର ପ୍ରମୁଖ ଅଟୋମାବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ତା’ର ବିଭିନ୍ନ ମଡେଲ ଉପରେ ଦର ବୃଦ୍ଧି କରିବାକୁ ଯାଉଛି। ଏପରିକି ଚଳିତ ବର୍ଷ...

୩,୫୦୦ କୋଟିର ଚିନି ରପ୍ତାନି ସବ୍‌ସିଡିକୁ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ୩,୫୦୦ କୋଟି ଟଙ୍କାର ଚିନି ରପ୍ତାନି ସବ୍‌ସିଡିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଚିନି ମିଲ୍‌ଗୁଡିକୁ ଏହି ସବ୍‌ସିଡି ପ୍ରଦାନ କରାଯିବାର...

Advertisement
Archives

Model This Week