Posted inଜାତୀୟ

ଚାଇନାକୁ ଚାଲାଣ ହେଉଛି ଭାରତୀୟଙ୍କ କେଶ, DRI ର ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧: ଚାଇନାକୁ ଚୋରା ଚାଲାଣ ହେଉଛି ଭାରତୀୟଙ୍କ କେଶ। ଏନେଇ ଖୁଲାସା କରିଛି ଭାରତ ସରକାରଙ୍କ ଡାଇରକ୍ଟେ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI)। ତିରୁପତି ବାଲାଜୀ ସମେତ ଦକ୍ଷିଣ ଭାରତର ଅନେକ ମନ୍ଦିରରୁ ମାନବ କେଶ ଚୋରି ହୋଇ ବିହାର ଦେଇ ନେପାଳକୁ ନିଆଯାଉଛି। ଏହି କେଶକୁ ନେପାଳ ଦେଇ ଚାଇନାକୁ ପରିବହନ କରାଯାଉଛି। ପଶ୍ଚିମବଙ୍ଗର ଦୁଇଜଣ ଚୋରା ଚାଲାଣକାରୀଙ୍କ ସହ ବିହାରର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଚୋରା କାରବାର ହେଉଥିବା ଜଣାପଡିଛି। ଡିଆରଆଇ ଟିମ୍‌ ତାଙ୍କୁ ପଚରାଉଚରା କରୁଛି।

ବିହାର-ନେପାଳ ସୀମା ନିକଟ ମଧୁବାନୀରେ ଡିଆରଆଇର ଏହି ଖୁଲାସା ସାମ୍ନାକୁ ଆସିଛି। ଗିରଫ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ଦୁଇଜଣ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ହୋଇଥିବାବେଳେ ଜଣେ ବିହାରର ମଧୁବାନୀ ଜିଲାର। ଗୁପ୍ତ ସୂଚନା ଆଧାରରେ ଇଣ୍ଟେଲିଜେନ୍ସ ଦଳ ଏହି ପଦକ୍ଷେପ ନେଇଛନ୍ତି। ତିରୁପତି ବାଲାଜୀ ମନ୍ଦିରରେ ଆୟୋଜିତ ଟନସୁରରୁ ଅଧିକାଂଶ କେଶ ସଂଗ୍ରହ କରାଯାଇଛି। କେଶର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ମହାନଦୀରେ ଉଚ୍ଚ ଜୁଆର, ବିପଦରେ ମତ୍ସ୍ୟଜୀବୀଙ୍କ ହୁଲିଡଙ୍ଗା, ଆଶଙ୍କାରେ…

ମହାକାଳପଡ଼ା, ୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ମତ୍ସ୍ୟଜୀବୀମାନେ ନିଜ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମହାନଦୀରୁ ମାଛ ମାରି ଜୀବିକା ନିର୍ବାହ…

ତଦନ୍ତରେ ଆଶ୍ଚର୍ଯ୍ୟଜନକ ଖୁଲାସା! ପିଏ ନଥିଲେ, ଟାର୍ଗେଟରେ ଥିଲେ ଏହି …ଶପଥଗ୍ରହଣ ପୂର୍ବରୁ ହୋଇଥିଲା ପ୍ଲାନ

କୋଲକାତା,୭।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ, ରାଜ୍ୟ ରାଜନୀତିରେ ରକ୍ତପାତର ଏକ ଭୟଙ୍କର ଅଧ୍ୟାୟ ଲେଖାଯାଇଛି। ଯାହା ଆଇନ ଶୃଙ୍ଖଳାକୁ ଭାଙ୍ଗି ପକାଇଛି। ଶନିବାର…

ଭୟରେ ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ: ମା’ ଖୋଲିଦେଲେ ସବୁ ଗୁମର

ଭଦ୍ରକ,୭।୫(ସନାତନ ରାଉତ): ପ୍ରଥମ ନିଟ ପରୀକ୍ଷାରେ ବିଫଳ ହୋଇଥିଲେ। ଦ୍ୱିତୀୟ ଥର ପରୀକ୍ଷା ପରେ ନିଜେ ମାର୍କିଙ୍ଗ କରିଥିଲେ। ପରୀକ୍ଷା ଫଳ ଖରାପ ହେବ ବୋଲି ଭାବି…

ଶପଥ ବିନା ମୁଖ୍ୟମନ୍ତ୍ରୀ ହେଲେ Vijay Thalapathy! ତାମିଲନାଡୁରେ ଚହଳ…

ଚେନ୍ନାଇ,୭।୫: ଥାଲାପତି ବିଜୟଙ୍କ ରାଜନୈତିକ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ତାମିଲନାଡୁ ବିଧାନସଭା ନିର୍ୱାଚନରେ ବିଜୟୀ ହୋଇଛି। ଫଳସୱରୂପ, ଅଭିନେତାଙ୍କୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦ…

ବରଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ: ଗଛମୂଳରେ ପଡ଼ିଛି ଚପଲ-ବ୍ୟାଗ୍‌, ବଢୁଛି ସନ୍ଦେହ

ସୋନପୁର,୭l୫(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା-ସିଲାଟି ରାସ୍ତାରେ ଏକ ବରଗଛ ଡାଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତେବେ ଏହା ଆତ୍ମହତ୍ୟା ନା…

ଯୁଦ୍ଧବିରତି ମଧ୍ୟରେ ଇରାନ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା, ବଡ଼ ଧମକ ଦେଇ କହିଲା….

ଓ୍ବାଶିଂଟନ,୭।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ, ବୁଧବାର ଦିନ ଆମେରିକୀୟ ସେନା ଏକ ଇରାନୀ ତୈଳ ଟ୍ୟାଙ୍କର୍…

ପିଏଙ୍କ ହତ୍ୟା ଘଟଣା: ସାଂଘାତିକ ବୟାନ ଦେଲେ ଭାଜପା ନେତା, କହିଲେ ଏହା ମମତାଙ୍କ ପୁତୁରାଙ୍କ କାମ…

କୋଲକାତା,୭।୫: କୋଲକାତାର ଉତ୍ତର ଉପକଣ୍ଠରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ବୁଧବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯାଇଛି। ଯାହାକୁ ନେଇ ସାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri