ଭାରତରେ ୬ କୋଟି ଟପିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୨୦୨୧ ମାର୍ଚ୍ଚ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୮ ଲକ୍ଷ ଟପିବ ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ଏହି ସମୟ ବେଳକୁ ହୁଏତ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୪୦ ହଜାରରୁ ଅଧିକ ରହିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏକ ଗାଣିତିକ ମଡେଲ ଆଧାରରେ ଆଇଆଇଏସ୍‌ସି ପକ୍ଷରୁ ୨୦୨୦ ମାର୍ଚ୍ଚ ୨୩ରୁ ଜୁନ୍‌ ୧୮ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅନୁଧ୍ୟାନ କରାଯାଇ ଏଭଳି ପୂର୍ବାନୁମାନ କରାଯାଇଛି। ଭାରତ କରୋନା ସଂକ୍ରମଣରେ ଶୀର୍ଷରେ ୨୦୨୦ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଅବା ଅକ୍ଟୋବରରେ ପହଞ୍ଚିବାର ଆଶଙ୍କା ଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଲହର ଆଶଙ୍କା କମ୍‌, ସ୍କୁଲ ଖୋଲିବା ନିଷ୍ପତ୍ତି ବୁଝି ବିଚାରି କରିବା ଆବଶ୍ୟକ …

ନୂଆଦିଲ୍ଲୀ,୧୩।୯: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆସିବା ଆଶଙ୍କା କମ୍‌ ରହିଛି। ତେବେ ସ୍କୁଲ ଖୋଲିବା ନେଇ ସରକାର ବୁଝି ବିଚାରି ନିଷ୍ପତ୍ତି ଗ୍ରହଣ...

ଜେପି ନଡ୍ଡାଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୨୭।୨: ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଟୁଇଟର୍‌ ଆକାଉଣ୍ଟ ରବିବାର ହ୍ୟାକ ହୋଇଛି। ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାକର୍‌ ‘ସରି’ ଲେଖିଛନ୍ତି। ଏହା...

କାର୍‌ ବୁକ୍‌ କରି ପରଟା ଖାଇବାକୁ ଯାଇଥିଲେ, ଘଟିଲା ଏମିତି କାଣ୍ଡ

ନୂଆଦିଲ୍ଲୀ,୩।୯:ଜଣେ କ୍ୟାବ ଡ୍ରାଇଭରଙ୍କଠାରୁ ଲୁଟ୍‌ ଅଭିଯୋଗରେ ଦିଲ୍ଲୀ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସମସ୍ତ ଅଭିଯୁକ୍ତ ହରିୟାଣାର...

ମୁଲାୟମ ସିଂ ଅସୁସ୍ଥ

ଲକ୍ଷ୍ନୌ,୨୬।୪: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଶୁକ୍ରବାର ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏମରଜେନ୍ସି...

ଯାଜପୁର: ବ୍ରହ୍ମବରଦାରୁ ଉଠିଲା ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ବଳବତ୍ତର; ଖୋଲିଲା କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ

ରସୁଲପୁର,୧୩ା୪(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମବରଦା ଅଞ୍ଚଳର ୩କିମି...

ଦେଶର ସୁରକ୍ଷା ପାଇଁ ନିୟନ୍ତ୍ରଣ ରେଖା ପାର କରିବାକୁ ଭାରତୀୟ ଯବାନ କରିବେନି କୁଣ୍ଠାବୋଧ: ରାଜନାଥ ସିଂ

ନୂଆଦିଲ୍ଲୀ, ୨୬।୨: ଦେଶର ସୁରକ୍ଷା ସର୍ବୋପରି। ମାଟି ମା’ ପାଇଁ ସମୟ ପଡ଼ିଲେ କିଛି ସ୍ବତନ୍ତ୍ର ପଦକ୍ଷେପ ମଧ୍ୟ ନେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ନିୟନ୍ତ୍ରଣ...

କ୍ରୀଡ଼ା ଉତ୍ସବ ପରେ ୨୯ ଡାକ୍ତରୀ ଛାତ୍ରୀଛାତ୍ର ପଜିଟିଭ୍‌

ମୁମ୍ବାଇ, ୩୦।୯: ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ପରିଚାଳିତ ପାରେଲସ୍ଥିତ କେଇଏମ୍‌ ହସ୍ପିଟାଲର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଜାନୁୟାରୀ ପ୍ରଥମ ସପ୍ତାହରେ ହୋଇପାରେ ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ

ଭୋପାଳ,୧ ।୧: ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କର ଖୁବ୍ ଶୀଘ୍ର ସମ୍ପ୍ରସାରଣ ହୋଇପାରେ । ଜାନୁୟାରୀ ୩ରେ ରାଜଭବନ ପରିସରରେ କେତେଜଣ ମନ୍ତ୍ରୀ ପଦ...

Advertisement
Archives

Model This Week