Posted inଜାତୀୟ

ଆଉ ରହିବନି ସମସ୍ୟା, ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିଲେ ଘରେ ବସି କରନ୍ତୁ ଏମିତି…

ନୂଆଦିଲ୍ଲୀ,୧୧ା୯: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଛି। ପ୍ରତି ଜରୁରୀ କାମରେ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। କିଛି ଲୋକଙ୍କ ଆଧାରରେ ଛୋଟମୋଟ ଭୁଲ୍‌ ରହିଯାଉଛି। ଫଳରେ ଜରୁରୀ କାର୍ଯ୍ୟ ସମୟରେ ନାନା ହଇରାଣ ହେବାକୁ ପଡୁଛି। ପୁନର୍ବାର ଆଧାର ଅପ୍‌ଡେଟ୍‌ କରିବା ଲାଗି ପଡୁଛି। ଯେଉଁଥିପାଇଁ ଜନସେବା କେନ୍ଦ୍ର ହେଉ କିମ୍ବା ବ୍ୟାଙ୍କରେ ଧାଡ଼ି ଲଗାଇବାକୁ ପଡୁଛି। ଯାହାକି ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟୁଛି। ଆଧାରରେ ଆଡ୍ରେସ୍‌ ବା ଠିକଣା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଆଦୌ ଚିନ୍ତା କରନ୍ତୁ ନାହିଁ। ସହଜରେ ଆପଣ ଆଧାରକାର୍ଡରେ ଠିକଣା ପରିବର୍ତ୍ତନ କରିପାରିବେ। ଘରେ ବସି ମଧ୍ୟ ଆପଣ ଆଧାରକାର୍ଡ ଅପ୍‌ଡେଟ୍‌ କରିପାରିବେ। ତେବେ ଜାଣନ୍ତୁ ଏ ବିଷୟରେ ସବିଶେଷ ତଥ୍ୟ…

ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିଲେ ହୋମ୍‌ପେଜ୍‌କୁ ଯିବେ। ଏହା ପରେ ଲଗ୍‌ ଇନ୍‌ ଅପ୍‌ସନ ଆସିବ। ଏହା ପରେ ଆପଣଙ୍କ ଫୋନ୍‌କୁ ଏକ ଓଟିପି ଆସିବ। ଏହି ଓଟିପି ଦେଇ ଆପଣ ଲଗ୍‌ଇନ୍‌ କରିବେ। ଏହା ପରେ ଆଧାର ଅପ୍‌ଡେଟ୍‌ ଅପ୍‌ସନ୍‌କୁ ଯିବେ। ଏଠାରେ ପରିବାରର ମୁଖ୍ୟଙ୍କ ଆଧାରକାର୍ଡ ନମ୍ବର ଦେବେ। ଆଧାର ନମ୍ବର ଦେବା ପରେ ଆପଣଙ୍କୁ ୫୦ ଟଙ୍କାର ସର୍ଭିସ୍‌ ଚାର୍ଜ ଦେବାକୁ ପଡ଼ିବ। ଆପଣଙ୍କ ଯାହାଙ୍କ ନମ୍ବର ଦେବାକୁ ଚାହୁଁଥିବେ ତାଙ୍କ ପାଖକୁ ଏକ ରିକ୍ୱେଷ୍ଟ ଯିବ। ଏହା ପରେ ଏହି ରିକ୍ୱେଷ୍ଟକୁ ଗ୍ରହଣ କରିବାକୁ ପଡ଼ିବ। ଏହା ପରେ ଆପଣଙ୍କ ଆଧାରକାର୍ଡ ଅପଡେଟ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri