Categories: Video

I comply with the rules lockdown । ମୁଁ ବି ଲକଡାଉନ ନିୟମ ମାନୁଛି

After the government’s implementation of a complete 21-day lockdown, Ollywood superstar Babushan pledges to comply with the rules of the lockdown. Let’s see what he has to say.

କରୋନା(କୋଭିଡ୍‌-୧୯)ର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ସାରା ଦେଶକୁ ୨୧ଦିନ ଲାଗି ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ଘୋଷଣା ପରେ ଓଲିଉଡ୍ ଷ୍ଟାର ବାବୁସାନ୍ ଲୋକଙ୍କୁ ସଚେତନ କରାଇଛନ୍ତି । ତେବେ ଆସନ୍ତୁ ଦେଖିବା ସେ କଣ କହିଛନ୍ତି ।