Categories: Video

How to prepare Rasabali | କେମିତି ପ୍ରସ୍ତୁତ କରିବେ ରସାବଳୀ

Odisha is famous for its traditional sweets and delicacies. While many people are aware of these and love the taste, they are not aware of the recipe. In this episode, we will take you to an Odia home where the host will show us how to prepare Rasabali. Do watch!

ଓଡିଆ ଘରର ଖାଇବା ପୁଣି ଓଡିଆଣୀଙ୍କ ସ୍ବାଦିଷ୍ଟ ଖାଦ୍ୟ କାହାକୁ ବା ଭଲ ନଲାଗେ। ତେବେ ଆଜିର ଏପିସୋଡରେ ଆମେ ଏମିତି ଜଣେ ଓଡିଆଣୀଙ୍କୁ ନେଇ ଆସିଛୁ ଯିଏକି ଆପଣମାନଙ୍କ ପାଇଁ ବନେଇବେ ଆଉ ଆପଣମାନଙ୍କୁ ଶିଖାଇବେ ସ୍ବାଦିଷ୍ଟ ରସାବଳୀ। ଦେଖନ୍ତୁ କେମିତି ରହିଛି ରସାବଳୀ ରେସିପି ଆମର ଏହି ଭିଡିଓରେ ….