Posted inUncategorized

ଆସୁଛି ନିର୍ବାଚନ, ଘରେ ବସି ଭୋଟର୍‌ ଆଇଡି କାର୍ଡ ଲାଗି ଏଭଳି କରନ୍ତୁ ଆବେଦନ; ଜାଣନ୍ତୁ ପୁରା ପ୍ରକ୍ରିୟା…

ଜାନୁଆରୀ ପରେ ଫେବୃଆରୀ ୨୦୨୪ ଶେଷ ହେବାକୁ ବସିଲାଣି। ଏମିତିରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବା ଆରମ୍ଭ ହେଲାଣି। ଆସନ୍ତା ଏପ୍ରିଲ କିମ୍ବା ମେ’ ୨୦୨୪ରେ ନିର୍ବାଚନ ଆୟୋଜିତ ହେବ। ଏମିତିରେ ଦେଶର ଦାୟିତ୍ୱବାନ ନାଗରିକ ଭାବେ ଭୋଟର ଆଇଡି କାର୍ଡ ସହ ପ୍ରସ୍ତୁତ ତ। ଯଦି ନା, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆପଣ ଘରେ ବସି ଏଥିଲାଗି ଆବେଦନ କରିପାରିବେ, ଜାଣନ୍ତୁ କିଭଳି?
ଭୋଟର୍‌ ଆଇଡି କାର୍ଡକୁ EPIC ଅର୍ଥାତ ଇଲେକ୍ଟର୍ସ ଫଟୋ ଆଇଡେଣ୍ଟିଣ୍ଟି କାର୍ଡ ବୋଲି କୁହାଯାଏ। ଏହାକୁ ଭାରତୀୟ ନିର୍ବାଚନ ଆୟୋଗ ଜାରି କରିଥାନ୍ତି। ଅନ୍‌ଲାଇନ୍‌ ଭୋଟର ଆଇଡି କାର୍ଡ ଆବେଦନ ଲାଗି କ’ଣ କରିବେ…
-ପ୍ରଥମେ NSVP ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ।
-ନୂଆ ଭୋଟର ଆଡି ରେଜିଷ୍ଟାର କରିବା ବିକଳ୍ପ ଚୟନ କରନ୍ତୁ
-ଏବେ ସମ୍ମୁଖରେ ଫର୍ମ ୬ ଖୋଲିବ, ଏଥିରେ ନିଜର ଡାଟା ଦିଅନ୍ତୁ
-ଫର୍ମ ୬ରେ ନିଜର ସୂଚନା ସହ ଫଟୋ ଏବଂ ସମ୍ବନ୍ଧିତ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ, ଫର୍ମ ସବ୍‌ମିଟ୍‌ କରନ୍ତୁ
-ଭୋଟର ଆଇଡି କାର୍ଡ ୧୦ ଦିନରେ ପ୍ରସ୍ତୁତ ହୋଇଥାଏ, ମାସେ ମଧ୍ୟରେ ଡାକ ମାଧ୍ୟମରେ ଆପଣଙ୍କ ନିକଟରେ ପହଞ୍ଚି ଯାଇଥାଏ।
ଏସବୁ ବିଷୟ ରଖନ୍ତୁ ଧ୍ୟାନ:
ଭୋଟର ଆଇଡି କାର୍ଡ ଲାଗି ଆବେଦନ କରୁଥିଲେ ମନେରଖନ୍ତୁ:
-ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଉଚିତ
-ଆବେଦକଙ୍କ ଉପରେ ଅପରାଧିକ ମାମଲା ଦାୟର ହୋଇ ନ ଥାଉ
-କେବଳ ସରକାରୀ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ କରନ୍ତୁ
-ଭୋଟର ଆଇଡି କାର୍ଡ ମିଳିବା ପରେ ନିଜର ଡାଟା ଠିକ୍‌ ଅଛି କି ନାହିଁ ତାହା ଦେଖିନିଅନ୍ତୁ
-ସୂଚନା ଭୁଲ୍‌ ଥିଲେ ତୁରନ୍ତ ସୁଧାରିବା ଲାଗି ଆବେଦନ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri