Posted inଜାତୀୟ

୨୦୨୬ର ପ୍ରଥମ ଶକ୍ତିଶାଳୀ ବାତ୍ୟା ‘ହୋରାସିଓ’, ପାଣିପାଗ ବିଭାଗ କହିଲା ଏହା ଭାରତ ଉପରେ…

ନୂଆଦିଲ୍ଲୀ,୨୬ା୨: ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ତେଲଙ୍ଗାନା ରାଜ୍ୟଗୁଡ଼ିକରେ ବର୍ଷା ହେଉଛି। ଭାରତ ମହାସାଗରରେ ହୋରାସିଓ ନାମକ ଏକ ବଡ଼ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି, ଏହା ଏପର୍ଯ୍ୟନ୍ତ ବର୍ଷର ସବୁଠାରୁ ବିପଦପୂର୍ଣ୍ଣ ଘୂର୍ଣ୍ଣିଝଡ଼, ଘଣ୍ଟା ପ୍ରତି ୨୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ତେବେ ପାଣିପାଗ ବିଭାଗ କହିଛି, ଏହା ଭାରତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଦକ୍ଷିଣ ପଶ୍ଚିମ ଭାରତ ମହାସାଗରରେ ଏହି ବାତ୍ୟାଟି ରହିଛି।

ହାଇଦ୍ରାବାଦ ପାଣିପାଗ କେନ୍ଦ୍ର କହିଛି, ଆଜି ମଧ୍ୟ ବର୍ଷା ଜାରି ରହିବ। ସେମାନେ ସାଙ୍ଗାରେଡ୍ଡି, ରଙ୍ଗାରେଡ୍ଡି, ମେଡକ ଏବଂ କାମାରେଡ୍ଡି ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଘଡ଼ଘଡ଼ି ଏବଂ ବିଜୁଳି ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଗତ ଦୁଇ ଦିନ ଧରି, ହାଇଦ୍ରାବାଦର ପାଗ ବହୁତ ଥଣ୍ଡା ରହିଛି, ଆକାଶ ମେଘୁଆ ରହିଛି। ପାଣିପାଗ ବିଭାଗ କହିଛି ଯେ ଆଜି ମଧ୍ୟ ସମାନ ପାଗ ଜାରି ରହିବ। ସେମାନେ ଏହା ମଧ୍ୟ ସତର୍କ କରାଇଛନ୍ତି ଯେ, କିଛି ଅଞ୍ଚଳରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ହାଲୁକା ବର୍ଷା ହୋଇପାରେ। ବିଶେଷକରି, କୁଥବୁଲ୍ଲାପୁର, କୁକଟପାଲି, ସେରିଲିଙ୍ଗାମପାଲି, କ୍ୟାଣ୍ଟନମେଣ୍ଟ ଏବଂ ଅଲଓ୍ବାଲ ଭଳି ସ୍ଥାନରେ କିଛି ହାଲୁକା ଧରଣର ବର୍ଷା ହୋଇପାରେ।

କୁହାଯାଉଛି, ଏହି ବାତ୍ୟାକୁ ୨୦୨୬ର ଭୀଷଣ ବାତ୍ୟା କୁହାଯାଉଛି। ୧୯୯୯ରେ ଓଡ଼ିଶାରେ ହୋଇଥିବା ବାତ୍ୟା ପରି ଏହି ବାତ୍ୟା ହେବ। ତେବେ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପକାଇବ ନାହିଁ। ଯାହା ଏକ ଆଶ୍ୱସ୍ତିକର ଖବର।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଖେଳିବା ସମୟରେ ୯ ବର୍ଷର ଝିଅକୁ ଆସିଲା ହାର୍ଟଆଟାକ୍, ତାପରେ…

ଜୟପୁର,୨୬।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟାନ ସହରର ଏକ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି । ହୃଦଘାତରେ…

ଭାଜପା ନେତା ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଭିଜିଲାନ୍ସ ମାମଲା ରଦ୍ଦ

କଟକ,୨୬।୨(ପ୍ରଭୁ କଲ୍ୟାଣ ପାଲ): ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ…

ବିପଦରେ ୫୦ ପିଲା! ସେବାଧାମ ଆଶ୍ରମରେ ୧୭ଙ୍କ ମୃତ୍ୟୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶର ଉଜ୍ଜୟିନୀର ଅଙ୍କିତ ସେବାଧାମ ଆଶ୍ରମରେ ୧୭ ଜଣ ବିକଳାଙ୍ଗ ପିଲାଙ୍କ ମୃତ୍ୟୁ ମାମଲାରେ ଇନ୍ଦୋର ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋର୍ଟ…

ଭାଙ୍ଗିଲା ନେହେରୁଙ୍କ ପ୍ରତିମୂର୍ତ୍ତି, BJP-RSS କର୍ମୀଙ୍କ ଉପରେ ଆସିଲା ଗୁରୁତର ଅଭିଯୋଗ

ଗୁଆହାଟି,୨୬।୨: ଆସାମରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଯାହା…

ସଫେଇ କର୍ମଚାରୀଙ୍କୁ ୨ ଲକ୍ଷ, ଇଞ୍ଜିନିୟରଙ୍କୁ ୭ ଲକ୍ଷ, ଡ୍ରାଇଭରଙ୍କୁ ଲକ୍ଷେ ଟଙ୍କା ଦରମା, ଜାଣନ୍ତୁ ସବିଶେଷ ବିବରଣୀ…

ହାଇଦ୍ରାବାଦ,୨୬ା୨: ତେଲଙ୍ଗାନାର ମୁଖ୍ୟ ସଚିବ କେ. ରାମକୃଷ୍ଣ ରାଓ ବୁଧବାର କେନ୍ଦ୍ର ଅର୍ଥନୈତିକ ଏବଂ ସାମାଜିକ ଅଧ୍ୟୟନ (CESS) ଦ୍ୱାରା ଆୟୋଜିତ ୧୬ତମ ଅର୍ଥ କମିଶନଙ୍କ ସୁପାରିସ…

ଦଶମ ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ସ୍କୁଲରେ ଆସିଲା ପ୍ରସବ ଯନ୍ତ୍ରଣା, ଶୌଚାଳୟରେ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶ ଧାର ଜିଲାର ପିଥମପୁରରେ ମଙ୍ଗଳବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା…

ଅଯୋଧ୍ୟାରେ ନିର୍ମାଣ ହେବ ଓଡ଼ିଶା ଭବନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬ା୨: ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ନିର୍ମାଣ ହେବ ଓଡ଼ିଶା ଭବନ। ଏଥିପାଇଁ ଜମି ମଗାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ନୂଆ ଓଡ଼ିଶା…

ବିବାଦ ପରେ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରୁ ହଟିଲା ବିବାଦୀୟ ଅଧ୍ୟାୟ

ନୂଆଦିଲ୍ଲୀ,୨୬।୨: ଜାତୀୟ ଶୈକ୍ଷିକ ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ପାଠ୍ୟପୁସ୍ତକରୁ ବିବାଦୀୟ ଅଧ୍ୟାୟକୁ ହଟାଇ ଦେଇଛି। କିନ୍ତୁ ୩୮ଟି କପି ଏହା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri