ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆକୁ ବ୍ୟାନ କଲା ହଂକଂ

ମୁମ୍ବାଇ: କୋଭିଡ ମାମଲା ବର୍ତ୍ତମାନ ବଢି ଚାଲିଥିବା ବେଳେ ଡିସେମ୍ବର ୩ ଯାଏ ଏୟାର ଇଣ୍ଡିଆ ବିମାନକୁ ହଂକଂ ବ୍ୟାନ କରିଛି। ଏୟାର ଇଣ୍ଡିଆ ବିମାନରେ ୫ ଯାତ୍ରୀ କୋଭିଡ ପଜିଟିଭ ବାହାରିବା କାରଣରୁ ହଂକଂ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିମାନ କମ୍ପାନୀକୁ ୧୪ ଦିନ ଲାଗି ବ୍ୟାନ କରାଯାଇଥିବା ଏୟାର ଇଣ୍ଡିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ନୂଆଦିଲ୍ଲୀରୁ ହଂକଂ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ହଂକଂ ୩ ଥର ବ୍ୟାନ କରିଛି। ଏୟାର ଏସିଆ ଉପରେ ମଧ୍ୟ ସମାନ ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେଲ୍‌ଥ କେୟାର କ୍ଷେତ୍ରରେ ବୃହତ୍‌ ନିବେଶ ସମ୍ଭାବନା

ନୂଆଦିଲ୍ଲୀ,୨୫।୫: କୋଭିଡ୍‌-୧୯ ଯୋଗୁ ଭାରତୀୟ ଫାର୍ମାସ୍ୟୁଟିକାଲ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏ କ୍ଷେତ୍ରରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନିବେଶ...

ଓଏନ୍‌ଜିସି, ଆଇଓସି, ଏନ୍‌ଟିପିସି, ଗେଲ୍‌ର ସରକାରୀ ନିୟନ୍ତ୍ରଣ ହଟିବ

ବଜେଟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିଜର ନିୟନ୍ତ୍ରଣ ହଟାଇବାକୁ ଚାହୁଁଛନ୍ତି। ଏହାଦ୍ୱାରା ଦେଶରେ...

ଜୁନ୍‌ ୩୦ ଯାଏ ମିଳିବନି ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୧।୬: ଜୁନ୍‌ ୩୦ ଯାଏ ଲୋକଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବ ନାହିଁ। କରେନା ମାମଲା ବର୍ତ୍ତମାନ ନିୟନ୍ତ୍ରଣକୁ ଆସି ନ ଥିବାରୁ ସରକାର...

ସୁନା ଛୁଇଁବା ହେବ ସାତ ସପନ: ମାର୍ଚ୍ଚ-ଏପ୍ରିଲ୍‌ରେ ଟପିବ ୪୫ ହଜାର; ଡିସେମ୍ବରରେ ୫୦ ହଜାର !

ନୂଆଦିଲ୍ଲୀ,୨୦।୨: ଆଗକୁ ସୁନା ଛୁଇଁବା ସାତ ସପନ ପରି ହେବାକୁ ଯାଉଛି। ମାର୍ଚ୍ଚ-ଏପ୍ରିଲ୍‌ରେ ସୁନା ୧୦ ଗ୍ରାମ ପିଛା ଦାମ ୪୫ ହଜାର ଟଙ୍କା ଟପିବାର...

ଅଷ୍ଟ୍ରେଲିଆରେ ନାମ ବଦଳାଇଲା ଆଦାନୀ ମାଇନିଂ

ନୂଆଦିଲ୍ଲୀ: ଆଦାନୀ ମାଇନିଂ ଏହାର ନାମକୁ ପରିବର୍ତ୍ତନ କରି ବ୍ରାଭୁସ୍‌ ମାଇନିଂ ଆଣ୍ଡ ରିସୋର୍ସେସ ରଖିଛି। ଅଷ୍ଟ୍ରେଲିଆରେ ଏହି କମ୍ପାନୀର ୧୦ ବର୍ଷ ପୂର୍ତ୍ତି ଅବସରରେ...

ଅଭିବୃଦ୍ଧିକୁ ଝଟକା ଦେବ କରୋନା

ନୂଆଦିଲ୍ଲୀ,୨୦-୩: କରୋନା ମହାମାରୀର ପ୍ରଭାବ ଦେଶର ଅଭିବୃଦ୍ଧିକୁ ଝଟକା ଦେବ। ବ୍ୟବସାୟ, ହୋଟେଲ ଶିଳ୍ପ, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ର ଏହି ମହାମାରି ଦ୍ୱାରା ଗଭୀର...

ଗାଡ଼ି ଜରିମାନା ଡର;ଅନ୍‌ଲାଇନ ମୋଟର ବୀମା କାରବାର ବୃଦ୍ଧି

ନୂଆଦିଲ୍ଲୀ,୭-୯: ଦେଶରେ ଏବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ଭାବେ ଧରପଗଡ଼ ଆରମ୍ଭ ହୋଇଛି। ଜଣେ ସ୍କୁଟି...

ବିଏସ୍‌ଏନ୍‌ଏଲ୍‌ ଉପରେ ଭେଣ୍ଡରଙ୍କ ୨୦ ହଜାର କୋଟି ବାକି

ନୂଆଦିଲ୍ଲୀ,୬-୧୧: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)କୁ ବିଭିନ୍ନ ସାମଗ୍ରୀ ଓ ସେବା ଯୋଗାଣ କରୁଥିବା ଭେଣ୍ଡରମାନେ ଏବେ ଅଡୁଆ ସ୍ଥିତିରେ ପଡି ଯାଇଛନ୍ତି। ବିଏସ୍‌ଏନ୍‌ଏଲ୍‌...


Coronavirus Update

Archives

Model This Week

Why Dharitri