୧୦୦ବର୍ଷ ପୂର୍ବେ ଇସ୍ରାଏଲ-ହମାସ ଯୁଦ୍ଧରେ ବଳିଦାନ ଦେଇଥିଲେ ଭାରତୀୟ ଯବାନ, ଜେରୁଜେଲମକୁ କରିଥିଲେ ସ୍ବାଧୀନ

ନୂଆଦିଲ୍ଲୀ/ଗାଜା, ୯।୧୧: ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ହେବାର ସଙ୍କେତ ଦୂର ଦୂରକୁ ଦେଖାଯାଉ ନାହିଁ। ଯୁଦ୍ଧି ଦିନକୁ ଦିନ ଭୟଙ୍କର ହେଉଛି ସତ କିନ୍ତୁ ଶେଷ ହେଉନାହିଁ। ଦିନକୁ ଦିନ ଏହି ନରସଂହାରରେ ଲକ୍ଷ ଲକ୍ଷ ଶିଶୁ ବଳି ପଡୁଛନ୍ତି। ଯୁଦ୍ଧ ଏକ ମସଜିଦକୁ ନେଇ ହୋଇଥିବା କୁହାଯାଉଥିବାବେଳେ ଶହଶହ ବର୍ଷ ପୂର୍ବେ ଯୁଦ୍ଧରେ ଭାରତର ଲିଙ୍କ୍‌ ରହିଥିବା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ତେବେ ୧୦୦ବର୍ଷ ପୂର୍ବରୁ ଏପରି ଏକ ଘାତକ ଯୁଦ୍ଧର ଆହ୍ବନ ଦେଇଥିଲା ହମାସ। ଯେଉଁଥିରେ ଭାରତୀୟ ଯବାନଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।

୧୦୦ବର୍ଷ ପୂର୍ବରୁ ହୋଇଥିବା ଏହି ଯୁଦ୍ଧ ଭାରତ-ଇସ୍ରାଏଲ ଇତିହାସର ରୋଚକ ମୋଡ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଜେରୁଜେଲମକୁ ସ୍ବାଧୀନ କରିବା ପାଇଁ ୧୯୧୭ରେ ୧୦ଲକ୍ଷରୁ ଅଧିକ ଭାରତୀୟ ସୈନିକ ଇଂରେଜଙ୍କ ବିରୋଧରେ ଯୁଦ୍ଧ କରିଥିଲେ। ଜେରୁଜେଲମ ପୋଷ୍ଟରେ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୯୧୪-୧୯୧୮ଯାଏଁ ଏହି ଯୁଦ୍ଧ ଜାରି ରହିଥିଲା। ଇସ୍ରାଏଲକୁ ସ୍ବାଧୀନ କରିବା ପାଇଁ ଭାରତୀୟ ସେନା ଗୋଲେପୋଲେ, ସ୍ବେଜ ନହର, ସିନାଇ, ପାଲେଷ୍ଟାଇନ ଓ ତୁର୍କୀ-ଜର୍ମାନୀ ସହ ମଧ୍ୟ ଯୁଦ୍ଧ ଲଢିଥିଲେ। ଏହି ଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଗାଜା, ଜେରୁଜେଲମରେ କବର ଦିଆଯାଇଥିଲା। ପଞ୍ଜାବୀ, ଶିଖ୍‌, ଗୋରଖ ଓ ଅବିଭାଜିତ ଭାରତର ବହୁ ସୈନିକଙ୍କ ଏହି ଯୁଦ୍ଧରେ ବଳିଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଆମେରିକାକୁ ସମର୍ଥନ କରି ଯୁଦ୍ଧକୁ ଡେଇଁବେ ଏହି ୨ ମୁସଲିମ ଦେଶ, ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ଯୁଦ୍ଧରେ ଏବେ ଦୁଇଟି ପ୍ରମୁଖ ମୁସଲିମ ଦେଶ ଆମେରିକାକୁ ସମର୍ଥନ କରି ଯୁଦ୍ଧରେ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର ଅର୍ଥ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri