ଗ୍ରୁମିଂ କିଟ

ନିଜକୁ ସବୁବେଳେ ଗ୍ରୁମିଂ ରଖିବା ଫଳରେ ମହିଳାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ତେଣୁ ବାହାରକୁ ଯିବାବେଳେ ନିଜ ପାଖରେ ସବୁବେଳେ ରଖନ୍ତୁ ଗ୍ରୁମିଂ କିଟ୍‌। ତେବେ ଗ୍ରୁମିଂ କିଟ୍‌ ଭିତରେ କ’ଣ ସବୁ ରଖିବେ ଜାଣିରଖନ୍ତୁ…

କ୍ଲିଜିଂ ଜେଲ୍‌:ବାହାରେ ଥିବା ବେଳେ ଅନେକ ସମୟରେ ତ୍ୱଚାରେ ଝାଳ ଓ ଧୂଳି ଲାଗି ଅପରିଷ୍କାର ହୋଇଯାଏ। ତେଣୁ ଗ୍ରୁମିଂ କିଟ୍‌ରେ ସବୁବେଳେ ପାଖରେ କ୍ଲିଜିଂ ଜେଲ୍‌ କିମ୍ବା ଫୋମ୍‌ ରଖନ୍ତୁ।
ଶାୱର ଜେଲ୍‌: ସ୍ନାନ କରିବା ସମୟରେ ସାବୁନ ବଦଳରେ ଶାୱର ଜେଲ୍‌ ବ୍ୟବହାର କରନ୍ତୁ। ଏହା ତ୍ୱଚାକୁ କୋମଳ କରିବା ସହ ସୁନ୍ଦର କରିଥାଏ।
ବଡି ଲୋଶନ୍‌, ମଏଶ୍ଚର: ତ୍ୱଚାକୁ କୋମଳ ରଖିବା ପାଇଁ ବଡି ଲୋଶନ ନିଶ୍ଚୟ ବ୍ୟବହାର କରନ୍ତୁ। ତେଣୁ ଗ୍ରୁମିଂ କିଟ୍‌ରେ ଏହାକୁ ନିଶ୍ଚୟ ରଖନ୍ତୁ। ସେହିପରି କ୍ଲିଜିଂ କରିବା ପରେ ତ୍ୱଚାରେ ମଏଶ୍ଚର ଲଗାଇବା ପାଇଁ ଗ୍ରୁମିଂ କିଟ୍‌ରେ ମଏଶ୍ଚର ନିଶ୍ଚୟ ରଖନ୍ତୁ।
ମିନିଏଚର ପରଫ୍ୟୁମ୍‌: କେବେ କେବେ ହୁଏତ ଆପଣଙ୍କ ଦେହରୁ ଖରାପ ଗନ୍ଧ ଆସିପାରେ। ତେଣୁ ପରଫ୍ୟୁମ୍‌ଟିଏ ସବୁବେଳେ ପାଖେର ରଖନ୍ତୁ।
ମେନିକିଓର କିଟ୍‌: ଗ୍ରୁମିଂ କିଟ୍‌ରେ ମେନିକିଓର କିଟ୍‌ ରଖିବା ବହୁ ଲାଭଦାୟକ। କାହିଁକି ନା ଅନେକ ସମୟରେ ବାହାରେ ଥିବା ସମୟରେ ହିଁ ମେନିକିଓର କରିବା ପାଇଁ ସୁବିଧା ମିଳିଥାଏ।
ଫେସ୍‌ ମାସ୍କ: ସପ୍ତାହରେ ଦୁଇଥର ଫେସ୍‌ ମାସ୍କ ଲଗାଇବା ଉଚିତ। ତେଣୁ ଗ୍ରୁମିଂ କିଟ୍‌ରେ ଫେସ୍‌ ମାସ୍କ ରଖିଥିଲେ ଯେକୌଣସି ସମୟରେ ଏହାକୁ ବ୍ୟବହାର କରିହେବ।
ଲିପ୍‌ ବାମ୍‌: ଅଧିକାଂଶ ସମୟରେ ଲିପ୍‌ବାମ୍‌ ଆବଶ୍ୟକ ହୋଇଥାଏ। ତେଣୁ ଗ୍ରୁମିଂ କିଟ୍‌ରେ ଲିପ୍‌ ବାମ୍‌ ଥିଲେ ଓଠକୁ କୋମଳ ରଖିହେବ।
କମ୍ପାକ୍ଟ: ଆପଣ ଯଦି ମେକ୍‌ଅପ୍‌ କରିବାକୁ ଭଲ ପାଉଥାନ୍ତି ତେବେ ଗ୍ରୁମିଂ କିଟ୍‌ରେ ସବୁବେଳେ କମ୍ପାକ୍ଚ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ସ୍ତ୍ରୀର ମାନ୍ୟତା ଦିଅ, ନଚେତ୍ ମୁଁ ଆତ୍ମହତ୍ୟା କରିବି’, ଭାଜପା ନେତାଙ୍କ ନାଁରେ ପ୍ରେମିକାଙ୍କ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ମୋରାଦାବାଦରୁ ଏକ ମାମଲା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଭାବରେ ଚର୍ଚ୍ଚା ହେଉଛି । କୁଣ୍ଡାରକି ଥାନା ଅଞ୍ଚଳ ଅନ୍ତର୍ଗତ…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଗ୍ରହାଣୁରୁ ଖଣିଜ ଉତ୍ତୋଳନ

ସୌରଜଗତର ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ବସ୍ତୁପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ ଏବଂ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri