Categories: Video

Govt braces for coronavirus menace in India | କରୋନା ମୁକାବିଲା ପ୍ରସ୍ତୁତି

After China, Iran and Italy among many other countries, cases of coronavirus are on a rise in India. As of now, 29 people have been tested positive for the deadly disease in the country. While, three of them have recovered, another 26 are under treatment. Union health minister Harshvardhan, meanwhile, Thursday said that the government is taking necessary steps to prevent further rise in numbers.

ଚୀନ ଓ ଇରାନ ପରେ ଭାରତରେ ବଢିବାରେ ଲାଗିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଦେଶରେ ଏବେ ୨୯ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬ଜଣ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛିି । ତେବେ ସୁରକ୍ଷା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିବା ରାଜ୍ୟସଭାରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।